Browsing Tag

covidates

ବଲାଙ୍ଗିରରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା,ବର୍ତ୍ତମାନ ସୁଦ୍ଧା ୧୫ ଜଣ ରୋଗୀ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜିଲ୍ଲାରେ ଆଜି ୨୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କିଛି ଦିନ ହେବ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲେ ବି ବର୍ତ୍ତମାନ ସୁଦ୍ଧା ମାତ୍ର ୧୫ ଜଣ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତଥାପି ମୁକାବିଲା ପାଇଁ ପ୍ରସ୍ତୁତ ରହିଛି…