Browsing Tag

covovax

ଭାରତରେ ‘ନୋଭାଭାକ୍ସ’କୁ ମିଳିଲା ମଞ୍ଜୁରୀ, ୧୨-୧୮ ବର୍ଷର ପିଲାଙ୍କୁ ଦିଆଯିବ ଏହି ଟିକା

ଆସିଲା କରୋନା ସହ ଲଢ଼ିବାକୁ ଆଉ ଏକ ଟିକା। ଏବେ ମହାମାରୀ ବିରୋଧରେ ଯୁଦ୍ଧ ଆହୁରି ଜୋରଦାର ହେବ। ମଙ୍ଗଳବାର ନୋଭାଭାକ୍ସ (Novavax) ଓ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଭାରତରେ ୧୨ରୁ ୧୮ ବର୍ଷ ବୟସର କିଶୋରଙ୍କ ପାଇଁ କରୋନା ଭ୍ୟାକ୍ସିନ୍‌ର ପ୍ରଥମ ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ…

କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କ ପାଇଁ ‘କୋଭୋଭ୍ୟାକ୍ସ’ ଏକ ଭଲ ବୁଷ୍ଟର: ଭାଇରୋଲୋଜିଷ୍ଟ୍‍

ଭାରତରେ କୋଭିଡ-୧୯ ବିରୋଧରେ ଯେଉଁ ଟିକାଗୁଡ଼ିକୁ ଅନୁମୋଦନ ଦିଆଯାଇଛି, ସେଥି ମଧ୍ୟରୁ କୋଭୋଭ୍ୟାକ୍ସ ସେହି ଲୋକଙ୍କ ପାଇଁ ଏକ ଭଲ ବୁଷ୍ଟର ଡୋଜ ହେବ, ଯେଉଁମାନଙ୍କୁ ପୂର୍ବରୁ କୋଭିଶିଲ୍ଡ ଟିକା ଲାଗି ସାରିଛି। ଏହି ସୂଚନା ଦେଇଛନ୍ତି ପ୍ରଖ୍ୟାତ ଭାଇରୋଲୋଜିଷ୍ଟ୍‍ ବୈଜ୍ଞାନିକ ଡା. ଶାହିଦ ଜମିଲ।…

କୋର୍ବେଭାକ୍ସ ଏବଂ କୋଭୋଭାକ୍ସ ଭ୍ୟାକ୍ସିନ୍‌କୁ ଅନୁମତି, ଏହି କରୋନା ଔଷଧକୁ ବି ମିଳିଲା ଗ୍ରିନ୍ ସିଗନାଲ୍

ନୂଆଦିଲ୍ଲୀ : କୋଭିଡ୍ ବିରୋଧୀ ଲଢ଼େଇରେ ଦେଶକୁ ମିଳିଛି ଆଉ ଏକ ସଫଳତା । ମିଳିଲା କୋର୍ବେଭାକ୍ସ ଓ କୋଭୋଭାକ୍ସ ଭ୍ୟାକ୍ସିନ୍‌କୁ ବ୍ଯବହାର ପାଇଁ ଅନୁମତି । ଦେଶର ସେଣ୍ଟ୍ରାଲ୍ ଡ୍ରଗ୍ସ ଅଥରିଟିର ଏକ ବିଶେଷଜ୍ଞ କମିଟି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଡ୍ ଟିକା କୋଭୋଭାକ୍ସ ଏବଂ…

ପିଲାଙ୍କ ପାଇଁ କୋଭୋଭାକ୍ସ ଟିକାର ଟ୍ରାଏଲ ପାଇଁ ଅନୁମତି, ୭ରୁ ୧୧ ବର୍ଷ ଶିଶୁଙ୍କ କ୍ଷେତ୍ରରେ ହେବ ଟ୍ରାଏଲ

ନୂଆଦିଲ୍ଲୀ(କେନ୍ଯୁଜ୍): ପିଲାଙ୍କ ପାଇଁ କୋଭୋଭାକ୍ସ ଟିକାର ଟ୍ରାଏଲ ପାଇଁ ଅନୁମତି । କୋଭୋଭାକ୍ସ ଟିକାର ଟ୍ରାଏଲ ପାଇଁ ଭାରତରେ ସିରମ ଇନିଷ୍ଟିଚ୍ୟୁଟ୍‌କୁ ଏହି ଅନୁମତି ମିଳିଛି । ୭ରୁ ୧୧ ବର୍ଷ ଶିଶୁଙ୍କ କ୍ଷେତ୍ରରେ ଟ୍ରାଏଲ ପାଇଁ ଭାରତରେ ଏହା ତୃତୀୟ ଟିକା । ପୂର୍ବରୁ ଭାରତ ବାୟୋଟେକ୍‌ର…