ବେଆଇନ ମାଢୁଆ କଙ୍କଡା ଚାଲାଣ ଠାବ କଲା ଜମ୍ବୁ ବନଖଣ୍ଡ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ବନବିଭାଗ ତରଫରୁ ୨ ଟି ଅଟୋକୁ ଜବତ । ବିଳମ୍ବିତ ରାତିରେ ସୁଦୁର କଲିକତାକୁ ବସ ଯୋଗେ ଚୋରା ଚାଲାଣ ହେଉଥିବା ମାଡୁଆ କଙ୍କଡା ଭର୍ତି ଥିବା ୨ ଟି ଅଟୋକୁ ଜବତ କରିଛି ବନବିଭାଗ । ଏଥିରୁ ୨ କ୍ୟୁଣ୍ଟାଲ କଙ୍କଡା ସହ ୩ ଜଣ ଙ୍କୁ ଅଟକ ରଖିଥିଲା…