Browsing Tag

crocodile attack man

ମାଛ ଧରିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

ମହାକାଳପଡା(କେନ୍ୟୁଜ୍): ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା କେୟାରବାଙ୍କ ଗାଁରେ ଅଘଟଣ । ଗାଁର ନାଗା ମଲ୍ଲିକ, ଯଶୁଆ ମଲ୍ଲିକ, ଓ ଟହଲି ମଲ୍ଲିକ୍‌ ଗୋବରୀ ନଦୀରୁ ମାଛ ଧରୁଥିବା ବେଳେ ନାଗା ମଲ୍ଲିକଙ୍କୁ ନଦୀ ଭିତରକୁ କୁମ୍ଭୀର ଟାଣି ନେଇଥିଲା ।…

ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର, ଯୁବକ ମୃତ

ଭଦ୍ରକ (କେନ୍ୟୁଜ): କୁମ୍ଭୀର ଆକ୍ରମଣରେ ଚାଲିଗଲା ଜୀବନ। ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣରେ ଶିକାର ହେଲେ ଯୁବକ। ମୃତ ବ୍ୟକ୍ତି ଜଣକ ହେଲେ ତିହିଡି ଥାନା ଅଧିନ କାଁପଡା ପଞ୍ଚାୟତ ବରଣାକୂଳ ଗ୍ରାମର ବୁଦ୍ଧିରାମ ମଳିକ। ସୂଚନା ଅନୁଯାୟୀ, ବରଣାକୁଳ ଗାଁର ବୁଦ୍ଧିରାମ…

ଭଦ୍ରକ ଛେଳିଆ ନଈରେ ମାଛ ମାରୁଥିବା ବେଳେ ହଠାତ୍ ଝାମ୍ପ ମାରିଲା କୁମ୍ଭୀର, ଆକ୍ରମାଣରେ ଜଣେ ଗୁରୁତର

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅଧିନସ୍ଥ ଶ୍ଯାମସୁନ୍ଦରପୁର ଗାଁର ଛେଳିଆ ନଈରେ କିଛି ଲୋକ ମାଛ ମାରୁଥିବା ବେଳେ ହଠାତ ଏକ କୁମ୍ଭୀର ଝାମ୍ପ ମାରିଥିଲା। ଗଗନ ଦାସ ନାମକ ଜଣେ ବ୍ଯକ୍ତିଙ୍କୁ କୁମ୍ଭୀରଟି ଆକ୍ରମଣ କରିଥିଲା। ପାଖରେ ଥିବା କିଛି ଲୋକ ପାଟି କରିବା ସହ…

ନଦୀରେ ବଡ ଆରାମରେ ପହଁରୁଥିଲେ ବ୍ୟକ୍ତି ହଠାତ୍‌ ଝାମ୍ପିଲା କୁମ୍ଭୀର, ତାପରେ ହେଲା କିଛି ଏପରି

ମଣିଷ ଜୀବନ ପାଣି ଫୋଟକା ଭଳି। କେତେବେଳେ ଯେ କାହା ସହିତ କଣ ଘଟିଯାଏ ତାହା କେହି ଜାଣିନଥାନ୍ତି। ତେଣୁ ସବୁବେଳେ ସତର୍କ ଆଉ ସୁରକ୍ଷିତ ରହିବା ଜରୁରୀ। ଏସବୁ ଆମେ କାହିଁକି କହୁଛୁ ଦର୍ଶକବନ୍ଧୁ ତାହା ଆପଣ ଭିଡିଓ ସମ୍ପୂର୍ଣ୍ଣ ଦେଖିଲେ ଜାଣିପାରିବେ। ନଦୀ ଏବଂ ପୋଖରୀରେ ଅନେକ ଜୀବ ରହୁଥିବା କଥା…

କେନ୍ଦ୍ରାପଡ଼ା : ଗାଧୋଇବା ସମୟରେ ପାଣି ଭିତରକୁ ଟାଣିନେଲା କୁମ୍ଭୀର , ଅଳ୍ପକେ ବର୍ତ୍ତିଲେ ଯୁବକ

କେନ୍ଦ୍ରାପଡ଼ା (କେନ୍ୟୁଜ୍) : କୁମ୍ଭୀର ମୁହଁରୁ ବର୍ତ୍ତିଲେ ଯୁବକ। ଗାଧୋଇବା ସମୟରେ ପାଣି ଭିତରକୁ ଟାଣିନେଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗାଁ ନିକଟରେ ଥିବା ବ୍ରାହ୍ମଣୀ ନଦୀରେ ଏହି ଅଘଟଣ ଘଟିଥିଲା। ଆକ୍ରମଣର ଶୀକାର ହୋଇଥିବା ଯୁବକ ଜଣକ ଭାଗବତ ରାଉତ। ଆଜି…