Below header
Browsing Tag

crow

କୁଆଙ୍କ ଏପରି ସ୍ଥିତି ଦେଖିଲେ ଆପଣଙ୍କ ପାଇଁ ହୋଇଥାଏ ଶୁଭ ନା ଅଶୁଭ, ଜାଣନ୍ତୁ କ’ଣ କୁହେ ଶକୁନ

ଜ୍ୟୋତିଷ ଶାସ୍ତ୍ରରେ କୁଆକୁ ଏକ ପକ୍ଷୀ ଭାବେ ଦେଖାଯାଇଥାଏ । ଆପଣଙ୍କ ପାଇଁ ଆଗକୁ ଘଟିବାକୁ ଥିବା ସମସ୍ୟା ସମ୍ପର୍କରେ କୁଆଙ୍କ ଠାରୁ ମଧ୍ୟ ଜଣା ଯାଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ, କୁଆକୁ ଯମ ଦୂତ ବୋଲି କୁହାଯାଇଥାଏ । କୁଆଙ୍କ ଠାରୁ ମଧ୍ୟ ନିଜ ଭବିଷ୍ୟତ ସମ୍ପର୍କରେ ଶକୁନ ମିଳିଥାଏ ।…

ସିଗାରେଟ୍‌ ଟାଣୁଛି କାଉ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ପ୍ରମାଣ

ସିଗାରେଟ୍‌ ଟାଣୁଛି କାଉ। ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ। ପୂର୍ବରୁ ସୋସିଆଲ ମିଡିଆରେ ଏକ କଙ୍କଡ଼ା ସିଗାରେଟ୍‌ ଟାଣିବା ଭିଡିଓ ଭାଇରାଲ ହୋଇଥିଲା, ଯାହା ଲୋକଙ୍କୁ ଚକିତ କରିଦେଇଥିଲା। କିନ୍ତୁ ଏବେ କାଉ ବି ଏହି କାମ କରୁଛି। ଥଣ୍ଟରେ ଧରି ଫୁଲ୍‌ ଷ୍ଟାଇଲରେ କାଉଟି…

ପିତୃପକ୍ଷରେ କାଉ ଦେଖିବା ହୋଇଥାଏ ଶୁଭ, ଧନ ଲାଭର ଦେଇଥାନ୍ତି ସଙ୍କେତ

ପିତୃ ପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ପିତୃପକ୍ଷରେ ଶ୍ରାଦ୍ଧ-ତର୍ପଣ ଆଦି କରାଯାଏ। ଏହି ସମୟରେ ପିତୃ ପୁରୁଷ ପୃଥିବୀ ଲୋକକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଏହି ପକ୍ଷରେ ସେମାନଙ୍କୁ ଶ୍ରାଦ୍ଧ ଦେଇ ପ୍ରସନ୍ନ କରାଯାଏ। ପୂର୍ବଜ ପ୍ରସନ୍ନ ହେଲେ ଏହାର ସଙ୍କେତ ମଧ୍ୟ ଦେଇଥାନ୍ତି। ଏଥି…

ବାର୍ଡ ଫ୍ଲୁ ଆତଙ୍କ: ସୁନ୍ଦରଗଡ଼ କୋଇଡା ବ୍ଲକର ବିଭିନ୍ନ ସ୍ଥାନରେ କାଉ ଓ କୁକୁଡା ମଡକ, ରକ୍ତ ନମୁନା ସଂଗ୍ରହ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ବିଭିନ୍ନ ସ୍ଥାନରେ କାଉ ଓ କୁକୁଡା ମଡକ । ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଥିବାବେଳେ ଏହାକୁ ନେଇ ଭୟ ଓ ଆଶଙ୍କା ଭିତରେ ରହିଛନ୍ତି କୋଇଡାବାସୀ। ଏ ସମ୍ପର୍କରେ ଖବର ପାଇ କୋଇଡା ପ୍ରାଣୀ ଚିକିତ୍ସାଳୟର ୨ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ପକ୍ଷୀ…

ବନ୍ଧୁତ୍ୱର ଉଦାହରଣ ସୃଷ୍ଟି କଲେ ପକ୍ଷୀ, ସାଥୀ କାଉକୁ ବଞ୍ଚାଇବାକୁ ଆଉ ଏକ କାଉର ଉଦ୍ୟମ

ଆଜିର ସ୍ୱାର୍ଥପର ସମାଜରେ ବନ୍ଧୁତ୍ୱର ଉଦାହରଣ ସୃଷ୍ଟି କରିଛି ଏକ ପକ୍ଷୀ । ମଣିଷକୁ ଦେଖାଇଛି ମିରର୍‌ । ବିପଦରେ ପଡିଥିବା ନିଜ ସାଥୀ କାଉକୁ ବଞ୍ଚାଇବାକୁ ଚେଷ୍ଟା କରୁଛି ଆଉ ଏକ କାଉ । ଭଲ ଭାବରେ ଦେଖନ୍ତୁ ଏହି ଭିଡିଓଟିକୁ । ହାଇମାଷ୍ଟ ଲାଇଟ୍‌ ଉପରେ ବସିଥିବା ଏକ କାଉକୁ କରେଣ୍ଟ ମାରିବାରୁ…

ଜାଣି ରଖନ୍ତୁ କାଉ ସହ ଜଡ଼ିତ ଏହି ୧୫ଟି ସତ୍ୟ କଥା

କାଉ ଏକ ବୁଦ୍ଧିମାନ ପକ୍ଷୀ, ଯାହାକି ଆଣ୍ଟାର୍କଟିକାକୁ ଛାଡ଼ି ପୂରା ଦୁନିଆରେ ଦେଖାଯାଇଥାଏ। ଏହାର ଲମ୍ବା ପାଖାପାଖି ୧ରୁ ୧.୫ ଫୁଟ୍‌ ପଯ୍ୟର୍ନ୍ତ ହୋଇଥିବା ବେଳେ ଓଜନ ଥାଏ ୩୦୦ ଗ୍ରାମରୁ ୨ କେଜି। କେବଳ ଏତିକି ନୁହେଁ, କାଉ ସହ ଜଡ଼ିତ ଆହୁରି ଅନେକ ରୋଚକ କଥା ଅଛି, ଯାହାକୁ ଆଜି ଆମେ ଆପଣଙ୍କୁ…

ମଣିଷତ୍ୱ ଜାହିର କଲା କାଉ, ଅଳିଆ ଉଠାଇ ପକାଇଲା ଡଷ୍ଟବିନ୍ ଭିତରେ

ପ୍ଲାଷ୍ଟିକର ବ୍ୟବହାର ଏତେ ମାତ୍ରାରେ ବଢିଗଲାଣି ଯେ ପ୍ଲାଷ୍ଟିକ ନହେଲେ ମଣିଷର କୌଣସି କାମ ହେଉନାହିଁ । ହେଲେ ସେ ପ୍ଲାଷ୍ଟିକ କେତେ ମାରାତ୍ମକ ତାହା ସମସ୍ତଙ୍କୁ ଉଣା ଅଧିକେ ଜଣା । କେମିତି ପ୍ଲାଷ୍ଟିକର ବ୍ୟବହାରକୁ କମ କରାଯାଇପାରିବ, ସେନେଇ ସାରା ଦୁନିଆ ଏବେ ଚିନ୍ତାରେ । ଅନ୍ଯପଟେ…

ମଣିଷ ଭଳି କାଉର ବି ବଢେ କୋଲେଷ୍ଟ୍ରଲ, ଜାଣନ୍ତୁ କଣ କହିଲେ ବୈଜ୍ଞାନିକ

କଣ କାଉର ମଧ୍ୟ କୋଲେଷ୍ଟ୍ରଲ ବଢିଥାଏ ? ଯଦି ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଉଠୁଛି ତାହେଲେ ଏହାର ଉତ୍ତର ଗବେଷଣାକାରୀ ମାନେ ଖୋଜି ବାହାର କରିଛନ୍ତି । ନ୍ୟୁୟର୍କର ହେମିଲ୍ଟନ କଲେଜର ଗବେଷଣାକାରୀଙ୍କ ଅନୁସାରେ ମଣିଷ ଭଳି କାଉ ମାନଙ୍କର ମଧ୍ୟ କୋଲେଷ୍ଟ୍ରୋଲ ବଢିଥାଏ । ଗାଁରେ ରହୁଥିବା କାଉ…

ଯାଜପୁର ପରେ ଏବେ ନିଆଳି , ଦେଖିବାକୁ ମିଳୁଛି କାଉ ମଡ଼କ

ନିଆଳି (କେନ୍ୟୁଜ୍) : ଗତ କିଛିଦିନ ହେବ କଟକ ଜିଲ୍ଲାର ନିଆଳି ଅଞ୍ଚଳରେ ଦେଖିବାକୁ ମିଳୁଛି କାଉ ମଡକ ।। କେଉଁ କାରଣରୁ କାଉଙ୍କ ମୃତ୍ୟୁ ହେଉଛି ସ୍ଫଷ୍ଟ ହୋଇପାରିନାହିଁ। ସେପଟ ମୃତ୍ୟୁ କାଉଙ୍କ ନମୁନା ସଂଗ୍ରହ କରିଛି ପଶୁ ସମ୍ପଦ ବିଭାଗ । ଗତ ୪ ଦିନ ତଳେ ନିଆଳି ଥାନା ବାହାରଣା ଅଞ୍ଚଳରେ କାଉ…