Browsing Tag

cuttack balijatra

ସରିଲା ବାଲିଯାତ୍ରା: ମନ କିଣିଲା ଗୋବର ତିଆରି ଜିନିଷ ଓ ଓରମାସ ସାମଗ୍ରୀ

କଟକ (କେନ୍ୟୁଜ): ସରିଲା କଟକ ଐତିହାସିକ ବାଲିଯାତ୍ରା। ଚଳିତ ବର୍ଷ କଟକ ଇନ କଟକ ପ୍ୟାଭିଲିୟନ ଭିତରେ ଥିବା ଗାଁ ପରିବେଶରେ ଦେଖିବାକୁ ମିଳିଛି ଗୋବରରେ ତିଆରି ବିଭିନ୍ନ ଜିନିଷ। ଯାହାକୁ କିଣିବାକୁ ମଧ୍ୟ ଲୋକ ମାନଙ୍କର ଭିଡ଼ ଜମିଥିଲା । ଗୋବରକୁ ବ୍ୟବହାର କରି ତିଆରି ହୋଇଛି ଡାଏରୀ, ହନୁମାନ…

ଗୋଟିଏ ଦିନ ବଢିଲା ବାଲିଯାତ୍ରା ଅବଧି, ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବଢିଲା ବାଲିଯାତ୍ରା ଅବଧି। ଗୋଟିଏ ଦିନ ବଢିଲା କଟକ ଐତିହାସିକ ବାଲିଯାତ୍ରା। ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାକୁ ଗୋଟିଏ ଦିନ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସମସ୍ତ ଆୟୋଜନ କରିବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ…

କଟକ ବାଲିଯାତ୍ରାରେ ଦର୍ଶକଙ୍କୁ ଗାଇଡ କରିବ ଆମବାଲିଯାତ୍ରା ଆପ୍‌, ଗୁଗୁଲ ପ୍ଲେ ଷ୍ଟୋରରୁ କରିପାରିବେ ଡାଉନଲୋଡ୍‌

କଟକର ପ୍ରସିଦ୍ଧ ବାଲିଯାତ୍ରା ମେଳା ଦେଖିବା ପାଇଁ କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରୁ ମଧ୍ୟ ଦର୍ଶକ ଆସିଥାନ୍ତି । ମେଳାରେ ଭିଡ ମଧ୍ୟ ଅସମ୍ଭବ ପ୍ରକାର ହୋଇଥାଏ । ଯାତ୍ରୀମାନଙ୍କୁ ମେଳାରେ ଗାଇଡ କରିବାକୁ ପ୍ରଥମ ଥର ପାଇଁ ‘ଆମବାଲିଯାତ୍ରା ଆପ୍‌’ ପ୍ରସ୍ତୁତ ହୋଇଛି । ଏହାକୁ ଯାତ୍ରୀ ‘ଗୁଗୁଲ…

ଏଥର ବାଲିଯାତ୍ରାରେ ନୂଆ ରୂପରେ ‘‘କଟକ ଇନ୍‌ କଟକ’’; ଜାଣନ୍ତୁ ଚଳିତ ବର୍ଷ କଣ ରହିବ ବାଲିଯାତ୍ରାର ସ୍ୱତନ୍ତ୍ରତା

କଟକ : ପାଖେଇ ଆସୁଛି ବାଲିଯାତ୍ରା । ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି କଟକର ବିଶ୍ୱପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା l ସେଥିପାଇଁ ଚଳ ଚଞ୍ଚଳ କଟକ ସହର l ସବୁ ବର୍ଷ ପରି ଏଥର ମଧ୍ୟ ଜମିବ ବାଲି ଯାତ୍ରା । ଏଥର ବାଲିଯାତ୍ରାର ଆକର୍ଷଣ ସାଜିବ ଚେନ୍ନାଇର ଟନେଲ ଆକ୍ୱାରିୟମ୍‌। ‘‘କଟକ…

କଟକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା, ସୂଚନା ଦେଲେ ମେୟର ସୁବାସ ସିଂ

କଟକ (କେନ୍ୟୁଜ): କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା । ମାନ୍ୟତା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅନୁମତି ଦେଇ ନାହିଁ । ଜାତୀୟ ମାନ୍ୟତା ମନ୍ତ୍ରାଳୟ ପରିଧିରେ ଆସୁନଥିବା କେନ୍ଦ୍ର ଚିଠି ଲେଖି ସ୍ପଷ୍ଟ କରିଛି । ଏ ନେଇ ପ୍ରେସ୍ ମିଟରେ ଟକ ମେୟର ସୁବାସ ସିଂ…

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା, ବେଶ ଧୂମଧାମରେ ଏଥର ଆୟୋଜନ କରୁଛି ଜିଲ୍ଲା ପ୍ରଶାସନ

କଟକ(କେନ୍ୟୁଜ୍): ଆଜିଠୁ କଟକର ଐତିହାସିକ ବାଲିଯାତ୍ରା । ଦୁଇ ବର୍ଷର କରୋନା ମହାମାରୀ ପରେ ବେଶ ଧୂମଧାମରେ ଏଥରର ବାଲିଯାତ୍ରା ଆୟୋଜନ କରୁଛି ଜିଲ୍ଲା ପ୍ରଶାସନ । କଟକ ଐତିହାସିକ ବାଲିଯାତ୍ରାର ତଳ ପଡିଆରେ ‘କଟକ ଇନ କଟକ’ରେ ବୁଲିବା ପାଇଁ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଲାଣି ।…

ଚଳିତବର୍ଷ ପ୍ରଥମ ଥର ପାଇଁ କଟକ ବାଲିଯାତ୍ରାରେ ଦର୍ଶକ ଦେଖିବେ ଲେଜର ଶୋ’

କଟକ(କେନ୍ୟୁଜ୍): ଦୁଇ ବର୍ଷର ବ୍ୟବଧାନ ପରେ ରୂପେଲି ସହର କଟକରେ ଆସନ୍ତା ନଭେମ୍ବର ୮ରେ ମହାନଦୀ ନଦୀ କୂଳରେ ଐତିହାସିକ ବାଲିଯାତ୍ରା ଆୟୋଜନ ହେବାକୁ ଯାଉଛି। ଏହି ବାଣିଜ୍ୟ ମେଳା ନଭେମ୍ବର ୧୬ପର୍ଯ୍ୟନ୍ତ ଚାଲିବ। ୯ଦିନିଆ ଏହି ବାଲିଯାତ୍ରା ଅବସରରେ ଏକ ସ୍ୱତନ୍ତ୍ର ଲେଜର ଲାଇଟ୍…

କରୋନା କଟକଣା ପ୍ରଭାବ: ଏ ବର୍ଷ ବି ହେବନି ଐତିହାସିକ ବାଲିଯାତ୍ରା

କଟକ(କେନ୍ଯୁଜ୍): ଏ ବର୍ଷ ବି ହେବନି ବାଲିଯାତ୍ରା। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକରେ ରାଜ୍ୟସ୍ତରୀୟ ଐତିହାସିକ ବାଲିଯାତ୍ରା ଆୟୋଜନ ହେବ ନାହିଁ। କରୋନା କଟକଣା ଜାରି ରହିଥିବାରୁ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି କଟକ…