Browsing Tag

cuttack girl anika

ଜାତୀୟ ସ୍ତରରେ ଚମକିଲେ ୫ବର୍ଷର ଓଡ଼ିଆ ଝିଅ, ଜାତୀୟ ତାଇକୋଣ୍ଡୋରେ ଆଣିଲେ ବ୍ରୋଞ୍ଜ ମେଡାଲ

କଟକ(କେନ୍ଯୁଜ୍):ଜାତୀୟ ସ୍ତରରେ ଚମକିଲେ ୫ବର୍ଷର ଓଡ଼ିଆ ଝିଅ। ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି କଟକର କୁନି ଝିଅ ଅନିକା ବାଗାରିୟା କିଛି ମାସ ତଳେ ଅନଲାଇନରେ ସେ ଜାତୀୟ ତାଇକୋଣ୍ଡୋରେ ଭାଗ ନେଇଥିଲେ। ଅନଲାଇନ ଜାତୀୟ ଚାମ୍ପିୟନସିପକୁ ଭିଡିଓ ପଠାଇବା ପରେ ଅନଲାଇନ ରେ ଜଜ୍‌ ଅନିକାଙ୍କ…