Below header
Browsing Tag

dacota plane

ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଡାକୋଟା ବିମାନକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍): ବିଜୁ ଜୟନ୍ତୀରେ ଲୋକାର୍ପିତ ହେଲା ପ୍ରବାଦ ପୁରୁଷଙ୍କ ସ୍ମୃତିର ଡାକୋଟା ବିମାନ । ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହେଉଛି ଡାକୋଟା…

ଆଜି ବିଜୁ ଜୟନ୍ତୀରେ ଲୋକାର୍ପିତ ହେବ ଡାକୋଟା ବିମାନ, ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ…

କେନ୍ୟୁଜ୍(ବ୍ୟୁରୋ): ଆଜି ବିଜୁ ଜୟନ୍ତୀରେ ଲୋକାର୍ପିତ ହେବ ପ୍ରବାଦ ପୁରୁଷଙ୍କ ସ୍ମୃତିର ଡାକୋଟା ବିମାନ । ଭୁବନେଶ୍ୱର ବିମାନବନ୍ଦରରେ ବିଜୁ ବାବୁଙ୍କ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଏହାକୁ…

କାଲି ଲୋକାର୍ପିତ ହେବ ପ୍ରବାଦ ପୁରୁଷଙ୍କ ସ୍ମୃତିର ଡାକୋଟା ବିମାନ, ଜୋର୍‌ସୋରରେ ଚାଲିଛି କାମ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ବିଜୁ ଜୟନ୍ତୀରେ ଲୋକାର୍ପିତ ହେବ ପ୍ରବାଦ ପୁରୁଷଙ୍କ ସ୍ମୃତିର ଡାକୋଟା ବିମାନ । ଏହାପୂର୍ବରୁ ଜୋର୍‌ସୋରରେ ଚାଲିଛି କାମ । ନିର୍ଦ୍ଧାରିତ ସମୟ ପୂର୍ବରୁ ଡାକୋଟାରୁ ସଂପୂର୍ଣ୍ଣ ଖଞ୍ଜିବାକୁ କାମ କରୁଛନ୍ତି କର୍ମଚାରୀ ଓ ଶ୍ରମିକ ମାନେ । ଡାକୋଟା ବିମାନର ବଡି…

ଦୀର୍ଘ ଦିନର ଆଶ ଉଜ୍ଜିବିତ, ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା ବିମାନ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା ବିମାନ । ପ୍ରବାଦପୁରୁଷ ବିଜୁବାବୁଙ୍କ ଡାକୋଟାକୁ କୋଲକାତାରୁ ଭୁବନେଶ୍ୱରରୁ ଆଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ଆରମ୍ଭ ହୋଇଛି। କୋଲକାତାର…

ବିଜୁ ବାବୁଙ୍କ ଡାକୋଟା ବିମାନକୁ କୋରାପୁଟରେ ରଖିବାକୁ ଅନୁରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଚିଠି…

କୋରାପୁଟ: ବିଜୁ ବାବୁଙ୍କ ଡାକୋଟା ବିମାନକୁ କୋରାପୁଟରେ ରଖିବାକୁ ଅନୁରୋଧ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଡୁମୁରିପୁଟ ଗ୍ରାମବାସୀ। କୋରାପୁଟ-ସୁନାବେଡା ରାସ୍ତାର ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ନିଜର ଜମି ଦେବାକୁ ଗ୍ରାମର ଉତ୍ତର କବାଟ ଆପାରାଓ…

ଓଡ଼ିଶା ଆସିବ ଡାକୋଟା, ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର (କେନ୍ୟୁଜ୍) : ରାଜଧାନୀକୁ ଆସିବ ଡାକୋଟା । ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରି ସାରିଛନ୍ତି । ଏ ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ବର୍ତ୍ତମାନ ବିମାନଟି କୋଲକାତାରେ ରହିଛି । ବିଜୁ ବାବୁଙ୍କ ପ୍ରତିଷ୍ଠିତ କଳିଙ୍ଗ…

ଓଡ଼ିଶାକୁ ଫେରି ପାରେ ବିଜୁ ବାବୁଙ୍କ ଡାକୋଟା ବିମାନ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଆଗ୍ରହ ପ୍ରକାଶ କଲା

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାକୁ ଫେରିପାରେ ବିଜୁ ବାବୁଙ୍କ ଦ୍ୱାରା ବ୍ୟବହୃତ ଡାକୋଟା ବିମାନ । ଏନେଇ ଇଚ୍ଛା ପ୍ରକାଶ କରିଛି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ-ଏଏଆଇ । ପୁରୀର ଜଗନ୍ନାଥ ସେନାକୁ ଲେଖିଥିବା ଏକ ପତ୍ରରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଏହି ବିମାନକୁ ନେଇ ଏକ ପ୍ରମୁଖ ସ୍ଥାନରେ…