ସୁବର୍ଣ୍ଣରେଖା ନଦୀରେ ବିପଦ ସଙ୍କେତ, ଫୁଲୁଛି ନଦୀ
ଜଳେଶ୍ୱର: ଫୁଲୁଛି ନଦୀ, ବଢ଼ୁଛି ଦୁର୍ଦ୍ଦଶା। ବନ୍ୟା ପାଣିରେ ଉବୁଟୁବୁ ଉତ୍ତର ଓଡ଼ିଶା। ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ବେଳେ ସୁବର୍ଣ୍ଣରେଖା ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ରହିଥିବା ବେଳେ ସକାଳା ୬ଟା…