Browsing Tag

dangerous bacteria

ଆପଣଙ୍କର କୁକୁର ମଧ୍ୟ ଆପଣଙ୍କ ମୁହଁକୁ ଚାଟୁଛି କି? ତେବେ ହୋଇଯାନ୍ତୁ ସାବଧାନ, ଆସିପାରେ ଜୀବନ ପ୍ରତି ବିପଦ

ଆଜିକାଲି ଘରେ କୁକୁର ରଖିବା ଏକ ଫ୍ୟାସନ ହୋଇଗଲାଣି । ଅନେକ ଲୋକ କୁକୁରମାନଙ୍କୁ ନିଜ ଘରେ ରଖିବାକୁ ଏବଂ ଦିନସାରା ସେମାନଙ୍କ ସହିତ ଖେଳିବାକୁ ବହୁତ ପସନ୍ଦ କରନ୍ତି । ସାଧାରଣତଃ କୁକୁରମାନେ ପ୍ରେମ ଏବଂ ସ୍ନେହ ପ୍ରକାଶ କରିବା ପାଇଁ ଜିଭରେ ନିଜ ମାଲିକଙ୍କ ମୁହଁକୁ ଚାଟିଥାନ୍ତି । ଅନେକ ଲୋକ…

ଗାଧୋଇବା ପରେ ଆପଣ ବି ଟାୱେଲ ପିନ୍ଧୁଛନ୍ତି କି! ଜାଣନ୍ତୁ ଏହାର ଭୟଙ୍କର କୁପରିଣାମ ବିଷୟରେ…

ଗାଧୋଇସାରିବା ପରେ ପ୍ରାୟତଃ ସମସ୍ତେ ଟାୱେଲ ପିନ୍ଧି ବାହାରକୁ ଆସିଥାନ୍ତି। କିଛି ଲୋକ ଗାଧୋଇ ସାରି ତୁରନ୍ତ ଡ୍ରେସ୍‌ ବଦଳାଇ ନିଅନ୍ତି ତ ଆଉ କିଛି ଦୀର୍ଘ ସମୟ ଯାଏଁ ସେମିତି ଓଦା ଟାୱେଲ ପିନ୍ଧି ବୁଲୁଥାନ୍ତି। ବୋଧେ କମ୍‌ ଲୋକ ଜାଣିଥିବେ ଯେ ଏମିତି ଓଦା ଟାୱେଲ ପିନ୍ଧି ଦୀର୍ଘ ସମୟ ରହିବା…

ଅଣ୍ଡା ଭାଙ୍ଗିବା ବେଳେ ଯଦି ଦେଖାଯାଏ ଏମିତି ରଙ୍ଗ: ତେବେ ହୋଇଯାନ୍ତୁ ସାବଧାନ, ଲୁଚିଥିବା ଭୂତାଣୁ ଆଣିପାରେ ସମସ୍ୟା

ସ୍ୱାଦିଷ୍ଟ ତଥା ପ୍ରୋଟିନରେ ଭରପୁର ରହିଛି ଅଣ୍ଡା । ହେଲେ ଏହାକୁ ଖାଇବା ବେଳେ ଯଦି କିଛି ଜିନିଷ ଉପରେ ଆପଣ ନଜର ନ ରଖନ୍ତି ତେବେ ଏହା ଆପଣଙ୍କ ଶରୀରରେ ରୋଗ ସୃଷ୍ଟି କରିପାରେ । ବୈଜ୍ଞାନିକମାନଙ୍କ କହିବା ମୁତାବକ କିଛି ଅଣ୍ଡାରେ ଏମିତି ଭୂତାଣୁ ଲୁଚି ରହିଛି, ଯାହାକି ଆପଣଙ୍କୁ ଗମ୍ଭୀର…