Browsing Tag

daruthenga

ଲୋକଙ୍କ ଦୀର୍ଘ ଦିନର ଦାବି ପରେ ଭୁଆଷୁଣୀ ଡମ୍ପିଂୟାର୍ଡ଼କୁ ବନ୍ଦ କଲା ବିଏମ୍‌ସି

ଭୁବନେଶ୍ୱର(କେନ୍ୟୁଜ୍): ଭୁଆଷୁଣୀ ଡମ୍ପିଂୟାର୍ଡ଼ରେ ଆଉ ପଡ଼ିବନି ଅଳିଆ । ସବୁଦିନ ପାଇଁ ଅଳିଆ ପକାଇବା ବନ୍ଦ ରଖିଲା ବିଏମସି। ଏନେଇ ଦାରୁଠେଙ୍ଗ ସରପଞ୍ଚ ସୂଚନା ଦେଇଛନ୍ତି। ବିଏମସି ଦାରୁଠେଙ୍ଗ ସ୍ଥିତ ଭୁଆଶୁଣି ଡମ୍ପିଂୟାର୍ଡ଼ରେ ଆଉ ଅଳିଆ ନପକାଇବାକୁ ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିବା ବେଳେ…

ସାଇକେଲ ଆରୋହୀଙ୍କ ଉପରେ ଚଢିଗଲା ବିଏମସି ଡମ୍ପିଂୟାର୍ଡ ଅଳିଆ ଗାଡ଼ି, ଘଟଣା ସ୍ଥଳରେ ଚାଲିଗଲା ଜୀବନ

ଭୁବନେଶ୍ବର(କେନ୍ୟୁଜ୍): ବିଏମସି ଆବର୍ଜନା ବୁହା ଗାଡ଼ି ଧକ୍କାରେ ଜଣେ ମୃତ। ଆଜି ସକାଳୁ ଜଣେ ବୟସ୍କ ବ୍ୟକ୍ତି ସାଇକେଲ ଯୋଗେ ଯାଉଥିବା ବେଳେ ବିଏମସିର ଏକ ୬ ଚକିଆ ଅଳିଆ ଟ୍ରକ ତାଙ୍କ ଉପରକୁ ମାଡ଼ି ଯାଇଥିଲା। ସେହିଠାରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ…

ତୁଟିଲା ଦାରୁଠେଙ୍ଗ ଅଳିଆ ଅଡୁଆ: ଏବେ ଆସ୍ତେ ଆସ୍ତେ ପଡିବ, ୯ ମାସ ଭିତରେ ହେବ ଲୋକଙ୍କ ଦାବି ପୂରଣ

ଭୁବନେଶ୍ବର (କେନ୍ୟୁଜ): ସମାଧାନ ଆଡ଼କୁ ମୁହାଁଉଛି ଭୁବନେଶ୍ୱରର ଅଳିଆ ସମସ୍ୟା। ଖୁବଶୀଘ୍ର ଦାରୁଠେଙ୍ଗ ଭୁଆସୁଣୀ ଡମ୍ପିଂୟାର୍ଡ ବିବାଦର ହେବ ସମାଧାନ। ଲୋକସେବା ଭବନରେ ନଗର ଉନ୍ନୟନ ମନ୍ତ୍ରୀ, ବିଏମସି ଓ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଛି। ପଞ୍ଚାୟତବାସୀଙ୍କ…

ଭୁବନେଶ୍ୱର ଦାରୁଠେଙ୍ଗ ଗାଁରେ ଡ୍ରେନରେ ବୁଡ଼ାଇ ହତ୍ୟା ଉଦ୍ୟମ ଘଟଣା: ଦୁଇ ଜଣଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଦାରୁଠେଙ୍ଗ ଗାଁରେ ଡ୍ରେନରେ ବୁଡ଼ାଇ ହତ୍ୟା ଉଦ୍ୟମ ଘଟଣା । ଦୁଇ ଜଣଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ଆଜି ୨ ଜଣଙ୍କୁ କରାଯିବ କୋର୍ଟ ଚାଲାଣ । ଘଟଣାଟି ଗତକାଲି ଘଟିଥିଲା । ବୁଲୁ ବେହେରା ଓ ରବିନ୍ଦ୍ର ବେହେରାଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମିଜମାକୁ…

ଡମ୍ପିଙ୍ଗ ୟାର୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଦାରୁଠେଙ୍ଗ ବାସିନ୍ଦା,…

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜଟଣୀ ନିର୍ବାଚନ ମଣ୍ଡଳୀ ଦାରୁଠେଙ୍ଗ ଗ୍ରାମପଞ୍ଚାୟତ ବାସିନ୍ଦା। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାରୁଠେଙ୍ଗରେ ଥିବା ଡମ୍ପିଙ୍ଗ ୟାର୍ଡକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ଜଣାାଇଛନ୍ତି। ଆଗାମୀ ୬ ମାସ…