ଦିଲ୍ଲୀ-ହାଇଦ୍ରାବାଦ ଫ୍ୟାନ୍ସଙ୍କ ମଧ୍ୟରେ ତୁମୂଳକାଣ୍ଡ, ଖେଳ ଚାଲିଥିବା ବେଳେ ଷ୍ଟାଣ୍ଟରେ ହେଲେ ମାରପିଟ୍: ଦେଖନ୍ତୁ…
ଦିଲ୍ଲୀ ଏବଂ ହାଇଦ୍ରାବାଦ ଫ୍ୟାନ୍ସ ମଧ୍ୟରେ ତୁମୂଳକାଣ୍ଡ । ଉଭୟ ଟିମର ଫ୍ୟାନ୍ସ ପରସ୍ପର ମଧ୍ୟରେ ମାରପିଟ୍ ହୋଇଥିଲେ । ଆଇପିଏଲ୍ ୨୦୨୩ର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଦିଲ୍ଲୀକୁ ହରାଇ ହାଇଦ୍ରାବାଦ ୯ ରନରେ…