Browsing Tag

dead body found

ମାଲକାନଗିରି ଏମଭି-୧୫ ଗାଁ ନିକଟ ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର

ମାଲକାନଗିରି (କେନ୍ଯୁଜ୍): ମାଲକାନଗିରି ଜିଲ୍ଲା ସଦରମହକୁମା ଥାନା ଅନ୍ତର୍ଗତ mv-15 ଗାଁ ନିକଟ ପୋଖରୀରୁ ମୃତଦେହ ଉଦ୍ଧାର । ଯୁବକଙ୍କ ପରିଚୟ ମିଳିପାରିନାହିଁ । ସ୍ଥାନୀୟଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ମୃତଦେହ ଉଦ୍ଧାର କରିଥିବା ବେଳେ ପୋଲିସ ଅଧିକ ତଦନ୍ତ…

ବନ୍ଦ ଘର ଭିତରୁ ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଫେରାର

ଝାରସୁଗୁଡା(କେନ୍ଯୁଜ୍): ବନ୍ଦ ଘର ଭିତରୁ ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର। ମୃତକ ମାନେ ୨୮ ବର୍ଷର ମହିଳା ଏବଂ ୫ ଓ ୩ ବର୍ଷର ଝିଅ। ଗଙ୍ଗାନଗର ଫାଟକପଡାରେ ଏକ ଘରୁ ୩ ଜଣଙ୍କ ମୃତଦେହ ଠାବ କରାଯାଇଛି। ଆଜି ସକାଳେ ପାଖ ପଡୋଶୀ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ସ୍ୱାମୀ ନାରାୟଣ…

କୂଆଖାଇ ନଦୀପଠାରେ ଅଚିହ୍ନା ମୃତଦେହ

ଭୁବନେଶ୍ବର(କେନ୍ଯୁଜ୍): କୂଆଖାଇ ନଦୀପଠାରେ ଅଚିହ୍ନା ମୃତଦେହ । କଣ୍ଟାଘୋଟା ଗାଁ ନିକଟରେ ଗଳିତ ମୃତଦେହ ଉଦ୍ଧାର । ଅଚିହ୍ନା ମୃତଦେହକୁ ଦେଖି ଗାଁ ଲୋକ ବାଲିଅନ୍ତା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ରାଜଧାନୀରେ ପୁଣି ଚାଞ୍ଚଲ୍ୟ: ନୟାପଲ୍ଲୀ ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ପୁଣି ଚାଞ୍ଚଲ୍ୟ। ନୟାପଲ୍ଲୀ ଅଞ୍ଚଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିଜୁ ପଟ୍ଟନାୟକ କଲେଜ ନିକଟ ଏକ ଭଙ୍ଗା ଘରୁ ମୃତଦେହକୁ ଉଦ୍ଧାର କରିଛି ପିସିଆର। ରାସ୍ତା କଡରେ ଥିବା ଭଙ୍ଗା ଘର ଭିତରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ…

ନନ୍ଦନକାନନ ଅଞ୍ଚଳର ଏକ ଫାର୍ମ ହାଉସ୍‌ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର(କେନ୍ଯୁଜ୍): ଫାର୍ମ ହାଉସ୍‌ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ନନ୍ଦନକାନନ ଥାନା ଅଞ୍ଚଳର ଏକ ଫାର୍ମ ହାଉସ୍‌ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀଙ୍କ ଘର ନୟାଗଡ଼ ଅଞ୍ଚଳରେ ବୋଲି ସୂଚନା ମିଳିଛି । ତାଙ୍କ ପରିବାର ଲୋକ କହିଛନ୍ତି, ରାତିରେ ଘରୁ…

ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡ ନିକଟରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍): ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡରେ ଝୁଲନ୍ତା ମୃତ ଦେହ ଉଦ୍ଧାର। ଗଛରେ ଦୌଡ଼ିରେ ଝୁଲୁଥିବା ଅବସ୍ଥାରେ ମୃତଦେହଟିକୁ ପ୍ରଥମେ ଦେଖିବାକୁ ପାଇଥିଲେ ସ୍ଥାନୀୟ କିଛି ଲୋକେ।  ଏହାପରେ ପୋଲିସକୁ ଖବର ଦେଖିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବର୍ତ୍ତମାନ ଶବକୁ…

କୁଆଖାଇ ନଦୀପଠାରେ ମୃତଦେହ ପୋତା ଘଟଣା: ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାଲି ଭିତରୁ ବାହାରିଲା ପୁରୁଷଙ୍କ ମୃତଶରୀର

ଭୁବନେଶ୍ବର(କେନ୍ଯୁଜ୍): ବାଲି ତଳେ ପୁରୁଷଙ୍କ ମୃତଦେହ। ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀ ପଠାରୁ ମୃତଦେହ ଉଦ୍ଧାର ଘଟଣାରେ ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସ୍ୱତନ୍ତ୍ର ସ୍କ୍ଵାଡ ମଧ୍ୟ ତଦନ୍ତ କରୁଛି। ମାଜିଷ୍ଟ୍ରେଟଙ୍କ…

ଯାଜପୁର: ନାଳରେ ଭାସୁଛି ନିଖୋଜ ନାବାଳକର ମୃତଦେହ

 ଯାଜପୁର (କେନ୍ଯୁଜ୍): ନାଳରେ ଭାସୁଛି ନାବାଳକର ମୃତଦେହ । ଯାଜପୁର କୋରେଇ ଥାନା ମୁକୁନ୍ଦପୁର ଗାଁ ନିକଟ ନାଳରୁ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳକ ଗାଁର ବାସୁଦେବ ଦାସଙ୍କ ୧୨ ବର୍ଷର ପୁଅ ତ୍ରିଲୋଚନ ଓରଫ୍‌ ବୁଲୁ । ଗତକାଲିଠୁ ସେ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ…

ଗଞ୍ଜାମ ଚାରିଛକ ଗ୍ରାମରେ ଏକ ଘରୁ ପୋଲିଓ ଆକ୍ରାନ୍ତ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ

ସୋରଡା(କେନ୍ଯୁଜ୍) : ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଚାରିଛକ ଗ୍ରାମର ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଲେ ଶୈଳେନ୍ଦ୍ରୀ ପାଣିଗ୍ରାହୀ । ମୃତ୍ଯୁର କାରଣ ଅସ୍ପଷ୍ଟ ରହିଛି । ସୂଚନା ମୁତାବକ ଶୈଳେନ୍ଦ୍ରୀ ଏକଲପୁର ପଞ୍ଚାଯତ ନୂଆଗାଁ ଗ୍ରାମରେ ଅଙ୍ଗନାବାଡିକର୍ମୀ…

ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ଭାସୁଛି ଅଚିହ୍ନା ଗଳିତ ମୃତ ଦେହ

ଯାଜପୁର (କେନ୍ୟୁଜ) : ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ଭାସୁଛି ଅଚିହ୍ନା ମୃତଦେହ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଂଚାୟତ ସ୍ବାଇଁ ସାହି ନିକଟ ନଦୀ କୂଳରେ ଏହି ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ କିଛି ଲୋକେ ନଦୀରେ କିଛି ଭାସୁଥିବାର…

କିଆ ବୁଦାରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଯାଜପୁର (କେନ୍ୟୁଜ): ମହିଳାଙ୍କ ମୃତ ଦେହ ଉଦ୍ଧାର। ହତ୍ୟା କରିବା ପରେ ପିଙ୍ଗି ଦେଇଥିବା ସନ୍ଦେହ। ଯାଜପୁର ଜିଲ୍ଲା ବୈରୀ ଥାନା ଚମ୍ପାପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗେଙ୍ଗୁଟି ନଦୀକୂଳରେ ଥିବା କିଆ ବୁଦାରୁ ଆଜି ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଶାଣି ନିକଟସ୍ଥ…

କାଜୁ ଜଙ୍ଗଲରେ ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇରଙ୍ଗପୁର : ଜନୈକ ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଭାଲୁବସା ଗ୍ରାମର ଟାଣ୍ଡିସାହି କାଜୁ ଜଙ୍ଗଲରେ। ମୃତକ ଜଣକ ଭାଲୁବସା ଗ୍ରାମପଞ୍ଚାୟତ ବୁଢାମରା ଗ୍ରାମର କୃଷ୍ଣଚନ୍ଦ୍ର କାରୁଆଙ୍କ…