Below header
Browsing Tag

dead man

ଚୀନର ଅଜବ ପ୍ରଥା! ଅବିବାହିତ ପୁରୁଷଙ୍କ କବରରେ ପକାଯାଏ ମହିଳାଙ୍କ ହାଡ଼, ପରେ କରାଯାଏ ବାହାଘର, ମହିଳାଙ୍କ ଶବର ନିଲାମ…

ଦୁନିଆରେ ପ୍ରତ୍ୟେକ ସ୍ଥାନରେ ଥିବା ଲୋକ ନିଜର ଭିନ୍ନ ଭିନ୍ନ ମାନ୍ୟତାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏ ପ୍ରତ୍ୟେକଟି ସ୍ଥାନର ବିଶ୍ୱାସ ଅନ୍ୟଠାରୁ ରହିଥାଏ ସମ୍ପୂର୍ଣ୍ଣ ଭିନ୍ନ। ଯାହାକୁ ଶୁଣିଲା ପରେ ଆମେ ବି ଆଶ୍ଚର୍ଯ୍ୟ ହୋଇଯାଉ। ବିଶ୍ୱାସ ବି କରିବାକୁ ଟିକେ କଷ୍ଟ ଲାଗେ। ତେବେ ସବୁ ଦେଶ…

ଯାହାକୁ ମୃତ ଭାବି ପରିବାର ଲୋକେ କରିଦେଇଥିଲେ ଅନ୍ତିମ ସଂସ୍କାର ଓ ହୋଇଥିଲେ ଲଣ୍ଡା, ୧୦ ଦିନ ପରେ ଫେରିଲେ ସେ

ରାଜସ୍ଥାନର ରାଜସମନ୍ଦରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ୧୦ ଦିନ ତଳେ ମରିସାରିଥିବା ଲୋକ ପୁଣି ଜୀବିତ ହୋଇଛି। ସବୁଠୁ ବଡ଼ କଥା ହେଉଛି ଉକ୍ତ ବ୍ୟକ୍ତିଙ୍କ ପାଇଁ ତାଙ୍କ ପରିବାର ଲୋକ ଲଣ୍ଡା ବି ହୋଇସାରିଥିଲେ। କିନ୍ତୁ ଏବେ ହଠାତ ସେ ବଞ୍ଚିଥିବା ଜଣାଯାଇଛି। ମୃତ…

ଆକାଶରୁ ଖସିଲା ଶବ…. ଆଉ ତାପରେ ଅଳ୍ପକେ ବଞ୍ଚିଗଲା ବଗିଚାରେ ଖରା ଖାଉଥିବା ବ୍ୟକ୍ତିଙ୍କ ଜୀବନ

ଲଣ୍ଡନ : ସାଉଥ ବେଷ୍ଟ ଳଣ୍ଡନରେ ଜଣେ ବ୍ୟକ୍ତି ନିଜ ଘର ବାହାର ବଗିଚାରେ ଖରା ପୋଉଁ ଥିଲେ। ହଠାତ୍ ସେହି ସମୟରେ ଖୁବ ଜୋରରେ ଶବ୍ଦ ହେଲା। ଦେଖିଲା ବେଳକୁ ତାଙ୍କଠାରୁ ମାତ୍ର ଗୋଟିଏ ମିଟର ଦୂରରେ ଜଣେ ମୃତକ ବ୍ୟକ୍ତିଙ୍କ ଶରୀର ପଡିଥିଲା। ସେ ଏହା ଦେଖି ବହୁତ ଚିନ୍ତିତ ହୋଇଗଲେ। ସେ ଭାବିବାକୁ…