ମେଡିକାଲ ଲିଫ୍ଟ ମୃତ୍ୟୁ ଅଘଟଣ, ମୃତକଙ୍କ ପରିବାକୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା
ଭଦ୍ରକ : ମେଡିକାଲ ଲିଫ୍ଟରେ ଚାପିହୋଇ ରୋଗୀଙ୍କ ମୃତ୍ୟୁ । ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ। ଲିଫ୍ଟ ରେ ରାନ୍ଦୀଆ ପଂଚାୟତ ନରସିଂହପୁର ଗାଁର ମିନତୀ ପରିଡାଙ୍କ ମୃତ୍ୟୁ ହୋଇଛି। ଅସୁସ୍ଥ ଅନୁଭବ କରିବାରୁ ମିନତୀ ହସ୍ପିଟାଲକୁ ଆଣିଥିଲେ। ଆଉଟ ଡୋରରେ ଥିବା ଡାକ୍ତର ତାଙ୍କୁ…