ନିର୍ଭୟା ମାମଲା : ଜାରି ହେଲା ନୂଆ ଡେଥ୍ ଓ୍ଵାରେଣ୍ଟ, ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ନର ରାକ୍ଷସ
କେନ୍ୟୁଜ୍(ବ୍ୟୁରୋ): ମାର୍ଚ୍ଚ ୩ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟାଙ୍କ ଦୋଷୀ । ଜାରି ହେଲା ନୂଆ ଡେଥ୍ ଓ୍ଵାରେଣ୍ଟ । ସକାଳ ୬ଟାରେ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ । ଏନେଇ ନୂଆ ଡେଥ୍ ଓ୍ଵାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ । ପୂର୍ବରୁ ଦୁଇ ଥର ଡେଥ୍…