Browsing Tag

declared

ଘୋଷଣା ହେଲା ପଦ୍ମ ପୁରସ୍କାର, ୧୦ ଜଣ ଓଡ଼ିଆଙ୍କୁ ମିଳିଲା ପଦ୍ମ ସମ୍ମାନ

କେନ୍ୟୁଜ୍(ବ୍ୟୁରୋ): ପଦ୍ମ ପୁରସ୍କାର ଘୋଷଣା । ୯ ଜଣ ଓଡ଼ିଆଙ୍କୁ ମିଳିଲା ପୁରସ୍କାର । ଓଡ଼ିଶା ପାଇଁ ଗର୍ବ ଆଣିଲେ ପ୍ରଫେସର ରାଧା ମୋହନ । ଜୈବିକ କୃଷି କ୍ଷେତ୍ରରେ ଗବେଷଣା ପାଇଁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଏହାସହ ତାଙ୍କ ଝିଅ ସାବରମତୀଙ୍କୁ ମଧ୍ୟ ମିଳିବ ପଦ୍ମଶ୍ରୀ ପୁରସ୍କାର । ସେ…

ବିଶ୍ୱର ୧୧ ହଜାର ବୈଜ୍ଞାନିକ ଜଳବାୟୁ ପରିବର୍ତ୍ତନ ନେଇ କଲେ ଜରୁରୀ ଘୋଷଣା, ଆପଣ ବି ଜାଣନ୍ତୁ

ପୁରାଣରେ ଲେଖା ଅଛି ଏଇ ପୃଥିବୀ ଜଳରୁ ଜନ୍ମ ନେଇଛି । ଆଉ ଦିନେ ନା ଦିନେ ସେହି ଜଳରେ ବୁଡ଼ିଯିବ । ହୁଏତ ଅନେକ ଲୋକ ବିଶ୍ୱାସ କରିବେ ନାହିଁ । ହେଲେ ଏକଥା ଯଦି ବିଜ୍ଞାନ ଓ ବୈଜ୍ଞାନିକ କହିବେ ତାହାହେଲେ ବିଶ୍ୱାସ କରିବେ । ବର୍ତ୍ତମାନ ପୃଥିବୀ ପାଇଁ ବିଶ୍ୱଯୁଦ୍ଧ ଯେତକି ସଂକଟ ସୃଷ୍ଟି କରିବ…

ପାକିସ୍ତାନର ହାଫିଜ ସଇଦ, ମାସୁଦ ଆଝାର, ଦାଉଦ ଇବ୍ରାହିମ ଓ ଜକି-ଉର- ରହମାନ ଲଖଭୀକୁ ଆତଙ୍କବାଦୀ ଘୋଷଣା

ପାକିସ୍ତାନରେ ରହି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ହାଫିଜ ସଇଦ, ମାସୁଦ ଆଝାର, ଦାଉଦ ଇବ୍ରାହିମ ଓ ଜକି-ଉର- ରହମାନ ଲଖଭୀକୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ନିକଟରେ ଆଣିଥିବା ସଂଶୋଧିତ ଆତଙ୍କବାଦୀ ବିରୋଧୀ ଆଇନ, ୟୁଏପିଏ ବଳରେ ସେମାନଙ୍କୁ ଆତଙ୍କବାଦୀ…

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷାଫଳ

ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ । ପୁଣି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ ।  ଚଳିତ ବର୍ଷ କଳାରେ ୧ ଲକ୍ଷ ୫୮ ହଜାର ୩୭୮ ଜଣ ପାସ କରିଛନ୍ତି । ପାସ ହାର ରହିଛି ୬୮.୭୯ ପ୍ରତିଶତ । କଳାରେ ୬୩ ହଜାର ୭୫୯ ଜଣ ପୁଅ ପାସ କରିଥିବା ବେଳେ ୯୪ ହଜାର…