Below header
Browsing Tag

deep sidhu

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ମୃତ, ୨୦୨୧ ଜାନୁଆରୀ ୨୬ ସମୟରେ ଲାଲକିଲ୍ଲାରୁ ଜାତୀୟ ପତାକା ହଟାଇଥିଲେ ସିଦ୍ଧୁ

ପଞ୍ଜାବୀ ଫିଲ୍ମର ଜଣାଶୁଣା ଅଭିନେତା ଦୀପ ସିଦ୍ଧୁ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତ ବେଳକୁ ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା। ଦିଲ୍ଲୀରୁ ଭଟିଣ୍ଡା ଯାଉଥିବା ସମୟରେ ସିଦ୍ଧୁଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ରାତି ୯.୩୦ ମିନିଟ ସମୟରେ ସିଦ୍ଧୁଙ୍କ କାର ଏକ ଲରିକୁ…

ଜାନୁଆରୀ ୨୬ ଦିଲ୍ଲୀ ହିଂସାର ଅଭିଯୁକ୍ତ ଦୀପ୍‌ ସିଦ୍ଧୁ ଗିରଫ, ତାଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା…

ନୂଆଦିଲ୍ଲୀ : ଜାନୁଆରୀ ୨୬ ଦିଲ୍ଲୀ ହିଂସାର ଅଭିଯୁକ୍ତ ଦୀପ୍‌ ସିଦ୍ଧୁ ଗିରଫ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଗିରଫ କରିଛି । ଦୀପ୍‌ ସିଦ୍ଧୁ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ପୋଲିସ । ପଞ୍ଜାବୀ ଅଭିନେତା ହେଉଛନ୍ତି ଦୀପ୍‌ ସିଦ୍ଧୁ । ଦୀପ ସିଦ୍ଧୁ…