ଆଜିଠୁ ୬୦ ଟଙ୍କାରେ କିଲେ ଟମାଟୋ ବିକିବେ ସରକାର, ଆରମ୍ଭ ହେଲା ମେଗା ସେଲ୍
ଦେଶରେ ଲଗାଣ ବର୍ଷା ଯୋଗୁ ପୁଣି ସବୁଜ ପନିପରିବାର ଦାମ୍ ଆକାଶଛୁଆଁ ହୋଇଛି । ବିଶେଷ କରି ଟମାଟୋ ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଦେଶର ଅଧିକାଂଶ ଭାଗରେ ଟମାଟୋର ମୂଲ୍ୟ ପ୍ରତି କିଲୋଗ୍ରାମ ୧୦୦ରୁ ୧୨୦ ଟଙ୍କା ପର୍ଯ୍ୟନ୍ତ ରହିଛି ।
ଟମାଟୋର ମୂଲ୍ୟ ବୃଦ୍ଧି ଭିତରେ ସରକାର ପୁଣି ଥରେ ଶସ୍ତା…