Browsing Tag

delivery boy

ଲକଡାଉନରେ ଡେଲିଭରି ବୟଙ୍କ ଜନ୍ମଦିନରେ ଗ୍ରାହକ ଦେଲେ ଏମିତି ସରପ୍ରାଇଜ, ଯାହାକୁ ଦେଖି କାନ୍ଦିବାକୁ ଲାଗିଲେ ବାର୍ଥ…

ଚୀନର ଉହାନରୁ ଏବେ ଏବେ ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯାହାକି ଆପଣଙ୍କ ହୃଦୟକୁ ଛୁଇଁଯିବ। ଏଥିରେ ଜଣେ ଡେଲିଭରି ବୟଙ୍କୁ ତାଙ୍କ ବାର୍ଥ ଡେ'ରେ କେକ ଖାଉଥିବାର ଦେଖିବାକୁ ମିଳୁଛି। ଜଣାପଡିଛି, ଜଣେ ଗ୍ରାହକ ଦୋକାନରୁ ଏକ କେକ ଅର୍ଡର କରିଥିଲେ। କେକକୁ ଯେତେବେଳେ ଡେଲିଭରି ବୟ ଜଣକ ଆଣିଥିଲେ,…

ଆଠ ଦିନ ପର୍ଯ୍ୟନ୍ତ ବାଥଟବ୍‌ରେ ଫସି ରହିଥିଲେ ବୃଦ୍ଧା, ଡେଲିଭରୀ ବୟ ବଞ୍ଚାଇଲା ଜୀବନ

ଆପଣମାନେ ହୁଏତ ଅନେକ ପୋଖରୀ କିମ୍ବା ନଦୀରେ ଗାଧୋଇ ଥିବେ। ବେଳେ ବେଳେ ମଜାରେ ଗାଧୋଇବା ବେଳେ ଆପଣ ବୁଡି ମଧ୍ୟ ଯାଇଥିବେ। ମାତ୍ର କିଛି ସେକେଣ୍ଡ କିମ୍ବା କିଛି ମିନିଟ ବୁଡିଯିବା ପରେ ଆପଣଙ୍କୁ ଅଣନିଶ୍ୱାସୀ ଲାଗିଥାଏ। ବେଳେବେଳେ ଏଥିପାଇଁ କାହା ଜୀବନ ମଧ୍ୟ ଚାଲିଯାଇଥାଏ। କିନ୍ତୁ ଜଣେ ବୃଦ୍ଧ…

ମୁମ୍ବାଇ: ହୋଟେଲରେ ଡେଲିଭରି ବୟଙ୍କୁ ହତ୍ୟା, ତନାଘନା କରୁଛି ପୋଲିସ

ମୁମ୍ବାଇର ଏକ ହୋଟେଲରେ ଜଣେ ଡେଲିଭରି ବୟଙ୍କୁ ହତ୍ୟା କରାଯାଇଛି। କୁହାଯାଉଛି କି, ଶନିବାର ରାତି ପାଖାପାଖି ୧୦ଟା ୧୫ରେ ସେ ବିଖରାଉଲି ନିକଟକୁ ଏକ ଡେଲିଭରି ଦେବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ଏହି ଘଟଣା ଘଟିଛି। ପୋଲିସ ସୂଚନାନୁଯାୟୀ, ଦୁଇଜଣ ଲୋକ ଜଣେ ଯୁବକଙ୍କୁ କୌଣସି ଏକ ଧାରୁଆ…

ମୁସଲିମ୍ ଡେଲିଭରୀ ବୟଠୁ ଖାଦ୍ୟ ନେବାକୁ ମନା କଲେ ହିନ୍ଦୁ ଗ୍ରାହକ, Zomato ଦେଲା ଉଚିତ୍ ଶିକ୍ଷା

ଧର୍ମର ଅଫିମ ଖାଇ ସଂପ୍ରଦାୟର ନିଶାରେ ଚୁର ମଣିଷ । ସଂପ୍ରଦାୟ – ସଂପ୍ରଦାୟ ମଧ୍ୟରେ ଏଠି ସୃଷ୍ଟି ହେଉଛି ଝଡ । କେଉଁଠି ମାରପିଟ୍ ତ କେଉଁଠି ହେଉଛି ଦଙ୍ଗା । ଇଶ୍ବର ବିଶ୍ବାସକୁ ନେଇ କେବଳ ହେଉଛି ବିବାଦ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଘୃଣାର ଗଭୀରତା ଏତେ ବଢିଯାଇଛି ଯେ ତାର ଛିଟା ଦେଖିବାକୁ…