Browsing Tag

devotional facts

କାହିଁକି ଘରେ ପୂଜା କରାଯାଏନି ଶିବଲିଙ୍ଗ? ଜାଣନ୍ତୁ ସଠିକ ନିୟମ କ’ଣ

ଶିବଲିଙ୍ଗଙ୍କୁ ପୂଜା ନକରି କିମ୍ବା ଶିବଲିଙ୍ଗକୁ ଜଳ ନ ଦେଇ ଭୋଲେନାଥଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ । ତେବେ ଆସନ୍ତୁ ଆଜି ଜାଣିବା ଆମେ ଘରେ ଶିବଲିଙ୍ଗ ରଖିପାରିବା କି ନାହିଁ । ଶିବଲିଙ୍ଗଙ୍କୁ ଜଳ ନ ଦେଇ ଭୋଲେନାଥଙ୍କ ପୂଜା ସମ୍ପୂର୍ଣ୍ଣ ହୋଇନଥାଏ । ସୋମବାର ଦିନ…

ମହାଦେବଙ୍କ ତ୍ରିଶୂଳ, ଡମ୍ବରୁ ଏବଂ ଧନୁର ରହସ୍ୟ, ଜାଣନ୍ତୁ ଗଳାରେ କାହିଁକି ଧାରଣ କରନ୍ତି ସାପ

ପ୍ରଭୁ ଭୋଳାନାଥ ତାଙ୍କର ଗୋଟିଏ ହାତରେ ଡମ୍ବରୁ ସହ ତ୍ରିଶୂଳ ମଧ୍ୟ ଧରିଥାନ୍ତି । ତାଙ୍କର ଧନୁ ମଧ୍ୟ ବହୁତ ଶକ୍ତିଶାଳୀ, ଯାହା ମାତା ଜାନକୀଙ୍କ ଦ୍ୱାରା ଘୁଞ୍ଚିଥିଲା, କିନ୍ତୁ ବଡ଼ ବଡ଼ ଯୋଦ୍ଧାମାନେ ମଧ୍ୟ ଏହାକୁ ଘୁଞ୍ଚାଇ ପାରିନଥିଲେ । ଶଙ୍କର ଭଗବାନ ବାଘ ଚମଡ଼ା ହିଁ ପିନ୍ଧନ୍ତି । ତେବେ ଏଭଳି…

ଘରେ ରଖନ୍ତୁ ନାହିଁ ଏହିସମସ୍ତ ଦେବଦେବୀଙ୍କ ମୂର୍ତ୍ତି, ଆଶିର୍ବାଦ ବଦଳରେ ପଡ଼ିଯାଏ ଅଭିଶାପ

ସନାତନ ଧର୍ମରେ ଏବେ ପ୍ରାୟ ସମସ୍ତଙ୍କ ଘରେ ମନ୍ଦିର। ଯେଉଁଠି ଆପଣ ସବୁ ପ୍ରକାର ଦେବଦେବୀ ରହିଥିବାର ଦେଖିବାକୁ ପାଇବେ। ଏଠାରେ ପ୍ରତ୍ୟେକ ଘରେ ଥିବା ଛୋଟ ମନ୍ଦିରରେ ଭଗବାନ, ଦେବାଦେବୀଙ୍କୁ ପୂଜା କରାଯାଏ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଘରର ମନ୍ଦିରରେ କିଛି ଦେବଦେବୀଙ୍କ ମୂର୍ତ୍ତିକୁ ରଖି…

ଧନ ପ୍ରାପ୍ତି ଏବଂ ସୁଖ ସମୃଦ୍ଧି ପାଇଁ କରନ୍ତୁ ପ୍ରଭୁ ଗଣେଶଙ୍କ ଏହି ସ୍ୱତନ୍ତ୍ର ପୂଜା

ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଦେବତା ଦେବୀଙ୍କୁ ସମର୍ପିତ ରହିଥାଏ। ଆଜି ବୁଧବାର, ତେଣୁ ଆଜିର ଦିନ ଭଗବାନ ଗଣେଶକୁ ସମର୍ପିତ ରହିଥାଏ। ବୁଧବାର ଦିନ ଭଗବାନ ଗଣେଶକୁ ବିଧି ବିଧାନରେ ପୂଜା କରିବା ଦ୍ୱାରା ଗଣେଶ ପ୍ରସନ୍ନ ହୋହଇଥାଏ। ଶ୍ରୀ ଗଣେଶ ପ୍ରସନ୍ନ ହେଲେ ବ୍ୟକ୍ତିର…

ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଗଙ୍ଗଶିଉଳୀ ଫୁଲ, ମିଳିବ ଶୀଘ୍ର ଫାଇଦା ଓ ପୂରଣ ହେବ ଆପଣଙ୍କର ସବୁ ମନୋକାମନା

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ପାଇବା ପାଇଁ ଧନ ଲାଭ ପାଇଁ ମାତା ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି। ମାତା ଲକ୍ଷ୍ମୀ ଥରେ ପ୍ରସନ୍ନ ହୋଇଗଲେ ନିଜ ଭକ୍ତଙ୍କ ପାଖରେ କେବେ ବି ଧନର ଅଭାବ କରିନଥାନ୍ତି। ପ୍ରତ୍ୟେକ ଦେବଦେବୀଙ୍କର ପ୍ରିୟ ଫୁଲ, ଭୋଗ ରହିଛି । ଯାହାକୁ ଆମେ ନେଇ ସେହି…

ବର୍ଷା ହେବାର ୬-୭ଦିନ ପୂର୍ବରୁ ଭିବଷ୍ୟବାଣୀ ଦେଇଥାଏ ଉତ୍ତରପ୍ରଦେଶର ଜଗନ୍ନାଥ ମନ୍ଦିର, ଜାଣନ୍ତୁ ଏହାର ବିଶେଷତ୍ୱ

ଭାରତ ପୁରା ବିଶ୍ୱରେ ଏପରି ଏକ ଭୁଖଣ୍ଡ ଯେଉଁଠି ବହୁ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ ମିଳେ ଆପଣ ଜାଣିଛନ୍ତି ଭାରତ ହେଉଛି ବିଶ୍ଵର ଐତିହାସିକ ଓ ସାଂସ୍କୃତିକ ଦେଶ। ଯେଉଁଠି ଭଗବାନଙ୍କୁ ଖୁବ୍ ବିଶ୍ଵାସ କରନ୍ତି ଲୋକେ। ଏମିତିକି ଭାରତରେ ଅନେକ ରହସ୍ୟମୟ ମନ୍ଦିର ମଧ୍ୟ ଲୁଚି ରହିଛି। ଏପରିକି…

କାଉଡି ଭାରକୁ ତଳେ ରଖାଯାଏ ନାହିଁ କାହିଁକି? ଜାଣନ୍ତୁ ଶ୍ରାବଣ ମାସରେ କାଉଡି ଯାତ୍ରାର ପ୍ରମୁଖ ନିୟମ ସମ୍ପର୍କରେ..

ଶ୍ରାବଣ ମାସରେ ଶିବଭକ୍ତ ମାନେ କାଉଡି ଯାତ୍ରା କରିଥାନ୍ତି। ପ୍ରତ୍ୟେକ କାଉଡିଆ ସାଙ୍ଗରେ ବାହୁଙ୍ଗି ଧରି ପାଣି ଭାର ନେଇ ଅଭିଷ୍ଟ ଶୈବପୀଠକୁ ଯାଇଥାନ୍ତି। ତେବେ ଏହି ସମୟରେ ଲୋକମାନେ ଅନେକ ନିୟମ ପାଳନ କରିଥାନ୍ତି। କୁହାଯାଏ ଯେ କାଉଡି ରେ ଥିବା ଢ଼ାଳ କୁ ଭୂମିରେ ରଖାଯାଏ ନାହିଁ। ଏହି ନିୟମ…

ଅଚଳେଶ୍ୱର ମହାଦେବ ମନ୍ଦିରରେ ଥିବା ଶିବଲିଙ୍ଗ ଦିନକୁ ୩ଥର ରଙ୍ଗ ବଦଳାଏ, ଜାଣନ୍ତୁ ଏହା ପଛରେ ଥିବା ଚମତ୍କାରିତା

ହିନ୍ଦୁ ପରମ୍ପରାରେ ଥିବା ତ୍ରିଦେବଙ୍କ ମଧ୍ୟରୁ ମହାଦେବଙ୍କ ସ୍ଥାନ ଖୁବ ସ୍ୱତନ୍ତ୍ର। ବ୍ରହ୍ମା ସୃଷ୍ଟି କର୍ତ୍ତା ହେଲେ ବିଷ୍ଣୁ ପାଳନ କର୍ତ୍ତା ଓ ସ୍ୱୟଂ ମହଦେବ ସୃଷ୍ଟିର ସଂହାର କର୍ତ୍ତା। ସହସ୍ରନାମରେ ମହାଦେବ ଏ ଧରାପୃଷ୍ଠରେ ପୂଜା ପାଆନ୍ତି। ତନ୍ତ୍ର ସାଧନାରେ ଭୋଳାନାଥ ଭୈରବ ରୂପରେ ପୂଜା…

ପୂଜା ପରେ ଆଳତୀ କାହିଁକି କରାଯାଏ, ଏହାକୁ ଗ୍ରହଣ କରିବାର ସଠିକ ଉପାୟ ଜାଣନ୍ତୁ 

ସନାତନ ଧର୍ମରେ ଦେବୀ ଦେବତାଙ୍କ ପୂଜାକୁ ସବୁଠୁ ମହତ୍ତ୍ବପୂର୍ଣ୍ଣ ଅଂଶ ବୋଲି କୁହାଯାଇଛି। ଏପରି କୁହାଯାଇଥାଏ ଯେ ଆମେ କରିଥିବା ପାପର କ୍ଷମା ମାଗିବା ପାଇଁ ଆଳତୀ କରିଥାଉ। ଆଳତୀ କରିବା ଦ୍ବାରା ବ୍ୟକ୍ତିଙ୍କ ମନକୁ ଶାନ୍ତି ମିଳିଥାଏ। ଏହା ବ୍ୟତୀତ ଯଦି ଆପଣ ଭଗବାନଙ୍କୁ ସ୍ବଚ୍ଛ ମନରେ ଆଳତୀ…

ଚଳିତ ବର୍ଷ ସୁବର୍ଣ୍ଣପୁରରେ ପାଳିତ ହୋଇଛି କୈବର୍ତ ମାନଙ୍କ ଇଷ୍ଟଦେବୀ ମାଆ ଲଙ୍କେଶ୍ୱରୀଙ୍କ ଚଇତି ଯାତ୍ରା

ସୁବର୍ଣ୍ଣପୁର (କେ ନ୍ୟୁଜ): ସଂସ୍କୃତିର ସହର ସୁବର୍ଣ୍ଣପୁର । ଏଠି ବାରମାସରେ ପାଳନ କରାଯାଏ ତେର ପର୍ବ। ସବୁ ପର୍ବ ମଧ୍ୟରୁ ସୁବର୍ଣ୍ଣପୁରର ଲଙ୍କେଶ୍ୱରୀ ଯାତ୍ରା ରହିଥାଏ ଟିକିଏ ଭିନ୍ନ। ସୁବର୍ଣ୍ଣପୁର ସହରରେ ଥିବା ମହାନଦୀ ଗର୍ଭରେ ଅନୁଷ୍ଠିତ ହୋଇଥାଏ ଏହି ଯାତ୍ରା। ମାଆ ଲଙ୍କେଶ୍ୱରୀ…

ସନ୍ଧ୍ୟା ସମୟରେ ଭୁଲରେ କରନ୍ତୁ ନାହିଁ ଏହି କାମ , ନଚେତ୍‌ ପରିବାରରେ ପଡ଼ିବ ଅଶୁଭ ପ୍ରଭାବ

ଧାର୍ମିକ ମାନ୍ୟତା ଅନୁଯାୟୀ ସନ୍ଧ୍ୟା ସମୟରେ କିଛି କାମ ରହିଛି ଯାହାକୁ କରିବା ଅନୁଚିତ। ଏହା କରିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ବଢ଼ିଥାଏ। ଏମିତି ଅନେକ କାମ ରହିଛି ଯାହାକୁ ଆମେ ଅଜାଣତରେ କରିଦେଇଥାଉ। ଯାହାଦ୍ୱାରା ଭଗବାନ ଅସନ୍ତୁଷ୍ଟ ହୋଇଥାନ୍ତି। ହିନ୍ଦୁ ଧର୍ମ ଶାସ୍ତ୍ରରେ ପ୍ରତି କାମ…

ଆଜିବି ଜୀବିତ ଅଛନ୍ତି ଭଗବାନ ଶିବଙ୍କ ଏହି ଦୁଇଟି ଅବତାର, ଜାଣନ୍ତୁ ଏହା ପଛର କାହାଣୀ

ପୁରାଣ ଶାସ୍ତ୍ରର ବର୍ଣ୍ଣନାକୁ ଧ୍ୟାନ ଦେଲେ ଜଣାପଡେ ଯେ ପୃଥିବୀ ପୃଷ୍ଠରେ ଅଧର୍ମକୁ ନାଶ କରି ଧର୍ମ ସ୍ଥାପନା କରିବା ପାଇଁ ଭଗବାନ ଅବତାର ନେଇଥାନ୍ତି। ଭଗବାନ ବିଷ୍ଣୁ ଓ ପ୍ରଭୁ ଭୋଳାନାଥ ସଂସାରରେ ଧର୍ମ ସ୍ଥାପନା ପାଇଁ ଅନେକ ଅବତାର ନେଇଛନ୍ତି। ଏବେର ଯୁଗ ହେଉଛି କଳିଯୁଗ। ଶାସ୍ତ୍ରରେ…