Browsing Tag

dfo

ଚଢାଉ ବେଳେ ପଥର ମାଫିଆଙ୍କ ଆକ୍ରମଣରେ ଡିଏଫ୍‌ଓ ଆହତ, ୫ ଗିରଫ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳରେ ଚୋରା ପଥର ମାଫିଆଙ୍କ ଆତଙ୍କ । ପଥର ଗାଡ଼ି ଅଟକାଇବାରୁ ଡିଏଫଓଙ୍କୁ ଆକ୍ରମଣ ଅଭିଯୋଗ । ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନି କୁରୁମଟାଙ୍ଗ ଗାଁକୁ ଯାଇଥିବା ବେଳେ ଏକ ପଥର ବୋଝେଇ ଟ୍ରକକୁ ଅଟକାଇଥିଲେ । ଏହି ସମୟରେ ପଥର ମାଫିଆ ମାନେ ତାଙ୍କ ଉପରକୁ ଢେଲାମାଡ଼…

ବିଦ୍ୟାଭାରତୀଙ୍କ ଘରେ ବିଳମ୍ବିତ ରାତିରେ DFOଙ୍କୁ ଦେଖିଥିଲେ ଜଗୁଆଳି, ଦେଲେ ଚାଞ୍ଚଲ୍ୟକର ବୟାନ

ପାରଳାଖେମୁଣ୍ଡି (କେନ୍ୟୁଜ): ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଟୁଇଷ୍ଟ । ତତ୍କାଳିନ ଡିଏଫଓ ଡିଭିଜନ ଜଗୁଆଳି ଗଙ୍ଗା ପ୍ରଧାନଙ୍କ ଚାଞ୍ଚଲ୍ୟକର ବୟାନ । DFO ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସୌମ୍ୟରଞ୍ଜନଙ୍କ ବାସଭବନକୁ ରାତି ୧୨ଟା ୩୦ରେ ଯାଇଥିବା…

ଜଙ୍ଗଲ ସୁରକ୍ଷାକୁ ନେଇ ଗୀତ ଗାଇ ସଚେତନ କରୁଛନ୍ତି ମାଲକାନଗିରି DFO

ମାଲକାନଗିରି: ଗୀତ ଗାଇ ସଚେତନ କରୁଛନ୍ତି ମାଲକାନଗିରି DFO। ଜଙ୍ଗଲ କିଭଳି ସୁରକ୍ଷିତ ରହିବ ଏବଂ ତାକୁ କିଭଳି ନିଆଁ ଦାଉରୁ ବଞ୍ଚାଯାଇ ପାରିବ ସେ ନେଇ ସଚେତନ କରୁଛନ୍ତି ମାଲକାନଗିରି DFO। ଆଉ DFO ଙ୍କ ଏଭଳି ପଦକ୍ଷେପକୁ ଭୁୟସୀ ପ୍ରଶଂସା କରାଯାଉଛି। ମାଲକାନଗିରି ଗୋଇ ଜଂଗଲରେ ହୁତୁ ହୁତୁ…