Below header
Browsing Tag

DGP and IGP meet 2023

ଆସନ୍ତାକାଲି ଦିଲ୍ଲୀରେ ସର୍ବଭାରତୀୟ ପୋଲିସ ଡିଜି ଓ ଆଇଜି ସମ୍ମିଳନୀ,ଫୋକସରେ ସାଇବର କ୍ରାଇମ ଓ ଡ୍ରଗ୍ସ

ନୂଆଦିଲ୍ଲୀ : ଆସନ୍ତାକାଲି ଦିଲ୍ଲୀରେ ସର୍ବଭାରତୀୟ ପୋଲିସ ଡିଜି ଓ ଆଇଜି ସମ୍ମିଳନୀ ଅନୁଷ୍ଠିତ ହେବ । ଫୋକସରେ ରହିବ ସାଇବର କ୍ରାଇମ ଓ ଡ୍ରଗ୍ସ କାରବାର ପ୍ରସଙ୍ଗ । ତିନି ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଯୋଗଦେବେ । ସମ୍ମିଳନୀରେ…