Browsing Tag

dharmagarh news

ଝରକା ଗ୍ରୀଲ ଭାଙ୍ଗି ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ କଳାକନା ବୁଲାଇଲେ ଚୋର

ଧର୍ମଗଡ(କେନ୍ଯୁଜ୍): ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ଚୋରି । ଘରେ ପଶି ୧୦ ଭରି ସୁନା, ୫୦ ତୋଳା ରୁପା ଓ ନଗଦ ୩୦ ହଜାର ଟଙ୍କା ଲୁଟ ହୋଇଛି । ଧର୍ମଗଡ କୋକସରା ଥାନା ଟେମରା ହଂସପଡା ଗାଁର ନରେନ୍ଦ୍ର ନାଏକଙ୍କ ଘର ପଛପଟେ ଥିବା ଝରକା ଗ୍ରୀଲ ଭାଙ୍ଗି ଘର ଭିତରେ ପଶିଥିଲେ ଦୃବୁର୍ତ୍ତ ।…

ମଣ୍ଡିରେ ଚାଷୀକୁ ମିଳୁନି ଲାଭ: ଚାଲିଛି ମିଲରଙ୍କ ରାଜ୍, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ଧର୍ମଗଡ଼ : ଚାଷ ଓ ଚାଷୀଙ୍କ ପାଇଁ ସରକାର ଦିନ କୁ ଦିନ ନୂଆ ନୂଆ ପଦକ୍ଷେପ ନେବା ସହ ମଣ୍ଡିରେ ଯେମିତି ସହଜରେ ଚାଷୀ ଧାନ ବିକ୍ରି କରିବେ, ସେଥିପ୍ରତି ଯତ୍ନବାନ୍‌ ହେଉଛନ୍ତି । ହେଲେ ପ୍ରକୃତ ପକ୍ଷେ ମଣ୍ଡିରେ ଚାଷୀକୁ ମିଳୁନି ଲାଭ। ଏହାର ଫାଇଦା ଉଠାଉଛନ୍ତି ମିଲର। ବସ୍ତା ନାରେ ଚାଲିଛି କଟନି…

ଧର୍ମଗଡ଼ ରଙ୍କାବାହାଲ ଗାଁରେ ଗୁପ୍ତଧନ ପାଇଁ ତନ୍ତ୍ର ସାଧନା: ଦୁଇ ଅଟକ, ୭ତାନ୍ତ୍ରିକ ଫେରାର

ଧର୍ମଗଡ଼ : ପୁଣି କଳାହାଣ୍ଡି ଜିଲ୍ଲାରେ ଅନ୍ଧ ବିଶ୍ୱାସ । ଧର୍ମଗଡ଼ ଥାନା ରଙ୍କାବାହାଲ ଗାଁରେ ତନ୍ତ୍ର ସାଧନା କରି ଗୁପ୍ତଧନ ଖୋଳୁଥିବା ବେଳେ ଗ୍ରାମବାସୀ ଦ୍ଵାରା ଦୁଇ ତାନ୍ତ୍ରିକ ଅଟକ ଥିବାବେଳେ, ଆଉ ୭ ଜଣ ତାନ୍ତ୍ରିକ ଫେରାର। ଗାଁ ମୁଣ୍ଡରେ ଏକ ବିଲ ଭିତରେ ଚାଲିଥିଲା ଗୁପ୍ତଧନ ପାଇଁ…