ଅକ୍ଷୟ ତୃତୀୟା : ଜମିରେ ଅକ୍ଷିମୁଠି ଅନୁକୂଳ କଲେ ଧର୍ମେନ୍ଦ୍ର, ପ୍ରଣବ ଓ ରୁଦ୍ର ମହାରଥୀ
ସମ୍ବଲପୁର / ପିପିଲି (କେନ୍ୟୁଜ): ଅକ୍ଷୟ ତୃତୀୟାରେ ନେତାଙ୍କ ଅକ୍ଷିମୁଠି ଅନୁକୂଳ । ଜମିରେ ହଳ ଧରିଲେ ନେତା । ସମ୍ବଲପୁର ରେଙ୍ଗାଳୀ ବ୍ଲରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଶତାଧିକ ଲୋକଙ୍କ ଗହଣରେ ପବିତ୍ର ଅକ୍ଷିମୁଠି ଅନୁକୂଳ କରିଛନ୍ତି ପ୍ରଣବ…