ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ମା’ଗଜଲକ୍ଷ୍ମୀ ପୂଜା, ଜାଣନ୍ତୁ ଏହାର ଇତିହାସ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଏକ ଗଡ଼ଜାତ ଅଞ୍ଚଳ ଏଠି ରାଜା ମହାରାଜା ମାନେ ରାଜୁତି କରୁଥିଲେ । ରାଜରାଜୁଡ଼ା ସମୟରୁ ଏହି ଜିଲ୍ଲାରେ ଧନଦାତ୍ରୀ, ଐଶ୍ୱର୍ଯ୍ୟଦାୟୀନି ମା' ଗଜଲକ୍ଷ୍ମୀଙ୍କର ପୂଜା ହୋଇଆସୁଛି । ଏହି ପୂଜା ଅତି ନିଷ୍ଠାର ସହିତ ଓ ପରମ୍ପରା ଅନୁଯାୟୀ ନୀତିକାନ୍ତିରେ ସମ୍ପନ୍ନ…