Browsing Tag

diabetes

ଏହି ଉପାୟରେ ନିଜ ବ୍ଲଡ୍‌ ସୁଗାର ସ୍ତରକୁ ନିୟନ୍ତ୍ରଣ କରିପାରିବେ ଡାଇବେଟିସ୍‌ ରୋଗୀ

ବର୍ତ୍ତମାନ ଖରାପ ଜୀବନଶୈଳୀ ଯୋଗୁ ପ୍ରାୟ ଲୋକ ମଧୁମେହ ବା ଡାଇବେଟିସ୍‌ରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି। ମଧୁମେହ ହେବା ପରେ ବ୍ୟକ୍ତିଙ୍କର ରକ୍ତ ଶର୍କରା ସ୍ତର ପ୍ରଭାବିତ ହୋଇଥାଏ। କେବଳ ସେତିକି ନୁହେଁ ଶରୀରରେ ଇନ୍‌ସୁଲିନ୍‌ ଉତ୍ପାଦନ ମଧ୍ୟ କମିଥାଏ। ଖାସ୍‌ କରି ହାଇ ବ୍ଲଡ୍‌ ପ୍ରେସର…

ନିୟମିତ ଖାଆନ୍ତୁ ଏହି ସବୁ ଖାଦ୍ୟ, ଛୁ ମନ୍ତର ହେବ ଡାଇବେଟିସ ଓ ବ୍ଲଡ଼ ପ୍ରେସର ପରି ମାରାତ୍ମକ ରୋଗ

ବର୍ତ୍ତମାନ ସମୟରେ ବିଶ୍ୱ ବ୍ୟାପୀ ଲୋକେ ନିଜ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଲାଗି ପଡିଛନ୍ତି । ଏଥି ପାଇଁ ସବୁଠୁ ଜରୁରୀ ହେଉଛି ଉତ୍ତମ ତଥା ପୌଷ୍ଟିକ ଆହାର ସେବନ ଓ ଯଥା ସମ୍ଭବ ଶରୀରକୁ ଅନ୍ୟ ରୋଗ ଠାରୁ ଦୁରେଇ ରଖିବା । ଏହା ବାଦ କରୋନା ପରି ମାରାତ୍ମକ ଭାଇରସ ଠାରୁ…

ମିଠା ଖାଇବା ଦ୍ୱାରା ବଢ଼େନି ବ୍ଲଡସୁଗାର! ତେବେ କାହିଁକି ହୁଏ ଡାଇବେଟିସ୍‌, ଜାଣନ୍ତୁ ଏହାର ପ୍ରକୃତ କାରଣ

ଆଜିକାଲି ପ୍ରାୟ ଅଧିକାଂଶ ଲୋକ ଡାଇବେଟିସ୍‌ରେ ପୀଡ଼ିତ ଥିବା ଦେଖିବାକୁ ମିଳିଛି। ଏହି ରୋଗ ଥିଲେ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଜରୁରୀ ହୋଇଥାଏ। ଡାଇବେଟିସ୍‌ର ପ୍ରାଥମିକ ଉପଚାର ଭାବେ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିଥାଏ। ଡାଇବେଟିସ୍‌ର ଲକ୍ଷଣ ଦେଖିଲେ ତୁରନ୍ତ…

ଡାଇବେଟିସ ସହ ଜଡିତ ୪ଟି ବଡ ମିଛ, କଣ କଣ ଜାଣନ୍ତୁ

ଡାଇବେଟିସ ଏମିତି ଏକ ରୋଗ ଯାହା ଛୋଟରୁ ବଡ ସମସ୍ତଙ୍କୁ ନିଜ ବଶବର୍ତ୍ତୀ କରୁଛି । ଅନିୟମିତ ଜୀବନ ଶୈଳୀ ଓ ଖାଦ୍ୟ ପେୟ କାରଣରୁ ହିଁ ଏବେକା ସମୟରେ ଅଧିକ ସଂଖ୍ୟାରେ ଲୋକ ଡାଇବେଟିସର ଶିକାର ହେଉଛନ୍ତି । ଏହି ରୋଗରେ ପୀଡିତ ଥିବା ବ୍ୟକ୍ତି ମାନଙ୍କୁ ନିଜ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ…

କ’ଣ ଆପଣଙ୍କୁ କମ୍‌ ନିଦ ହେଉଛି କି ? ସାବଧାନ ହୋଇପାରେ ଡାଇବେଟିଜ

ଆଜିକାଲି ଡାଇବେଟିଜ ସାଧାରଣ ରୋଗ ଭାବେ ପ୍ରାୟତଃ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି। ବର୍ତ୍ତମାନର ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ପ୍ରତ୍ୟେକ ବ୍ୟକ୍ତି ଏହାର ଶିକାର ବହୁତ ସହଜରେ ହୋଇପାରୁଛି। ବେଳ ଥାଉ ଥାଉ ଏହି ରୋଗ ବିଷୟରେ ଜାଣିପାରିଲେ ନିଜକୁ ଏଥିରୁ ରକ୍ଷା କରିପାରିବେ। ଯଦି ଆପଣଙ୍କୁ…

ଡାଇବେଟିସ ରୋଗକୁ ନେଇ ଚିନ୍ତିତ କି, ତେବେ ଆପଣାନ୍ତୁ ଏହି ସରଳ ଘରୋଇ ଉପାୟ

ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଶରୀର ପ୍ରତି କେହି ସେତେଟା ଧ୍ୟାନ ଦେଉନାହାନ୍ତି ।ଏହି କାରଣରୁ ହିଁ ଅଧିକାଂଶ ଲୋକଙ୍କୁ ଭୟଙ୍କର ରୋଗ ହେଉଥିବାର ଦେଖାଦେଉଛି । ଆଜିକା ସମୟରେ ଅଧାରୁ ଅଧିକ ଲୋକ ବା କହିବାକୁ ଗଲେ ପ୍ରାୟ ୬୦ ରୁ ୭୦ ପ୍ରତିଶତ ଲୋକ ଡାଇବେଟିସ ଜନିତ ରୋଗରେ ଅଧିକ ଆକ୍ରାନ୍ତ…

ଜାଣନ୍ତିକି ଡାଇବେଟିସ ପରି ମାରାତ୍ମକ ରୋଗରୁ ବଞ୍ଚାଇଥାଏ ‘ଫିଲ୍ଟର କଫି’

ନିୟମିତ କଫି ପିଉଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏକ ଗବେଷଣାରୁ ଜଣାଯାଇଛି ଯେ କଫି ପିଇବା ଦ୍ୱାରା ଡାଇବେଟିସ ପରି ମାରାତ୍ମକ ରୋଗରୁ ମଧ୍ୟ ଛୁଟକାରା ମିଳିପାରିଥାଏ । ଏହି ଗବେଷଣା ଜନିତ ତଥ୍ୟ 'ଜର୍ଣ୍ଣାଲ ଅଫ ଇଣ୍ଟରନାଲ ମେଡ଼ିସିନ' ନାମକ ଏକ ପତ୍ରିକାରେ…

ଡାଇବେଟିସ୍‌ ରୋଗୀ ଖାଦ୍ୟପେୟ ସହ ଏଭଳି ଭାବେ ପାଦର ମଧ୍ୟ ନିଅନ୍ତୁ ଯତ୍ନ

ଅନିୟନ୍ତ୍ରିତ ବ୍ଲଡ଼ ସୁଗାର ଅନ୍ୟ ରୋଗର କାରକ ମଧ୍ୟ ସାଜିଥାଏ। ଏଭଳି ସ୍ଥିତିରେ ମଧୁମେହ ରୋଗୀ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ। ଆପଣଙ୍କ ଲାଇଫ ଷ୍ଟାଇଲ ଯେତେ ସାଧାରଣ ହେବ ବ୍ଲଡ଼ ସୁଗାର ଓ ଡାଇବେଟିସ ମଧ୍ୟ ସେତିକି ନିୟନ୍ତ୍ରଣରେ ରହିବ। ତେବେ ଖାଦ୍ୟପେୟ ସହ ମଧୁମେହ ରୋଗୀଙ୍କୁ ନିଜ…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଆସିଗଲା ଜଡିବୁଟି, ସୁଗାର ସ୍ତରକୁ କଣ୍ଟ୍ରୋଲରେ ରଖିବ ତେଜପତ୍ର

ଖାଦ୍ୟ ବନାଇବାରେ ତେଜପତ୍ରର ବ୍ୟବହାର ନା କେବଳ ଆପଣଙ୍କ ଖାଦ୍ୟର ସ୍ୱାଦକୁ ବଢ଼ାଇଥାଏ ବରଂ ସ୍ୱାସ୍ଥ୍ୟକୁ ଲାଭ ମଧ୍ୟ ପ୍ରଦାନ କରିଥାଏ। ଏହା ଏକ ଏମିତି ଜଡିବୁଟି ଯେଉଁଥିରେ ଭିଟାମିନ୍‌ ଏ ଏବଂ ସି ରହିବା ସହିତ ଫଲିକ୍‌ ଏସିଡ୍‌ ଭଳି ଆବଶ୍ୟକ ତତ୍ତ୍ୱ ମଧ୍ୟ ରହିଥାଏ। ଏହାଛଡା ତେଜପତ୍ରରେ…

ଆପଣ ଜାଣନ୍ତି ପିଲାଙ୍କୁ ମଧ୍ୟ ହୋଇଥାଏ ଡାଇବେଟିଜ୍, ଜାଣନ୍ତୁ କଣ ଏହାର ନାମ ଏବଂ କେମିତି କରାଯିବ ଚିକିତ୍ସା

ଶରୀରରେ ଇନସୁଲିନ୍ କମ୍ ହେବା କାରଣକୁ ଡାଇବେଟିଜ୍ କୁହାଯାଏ। ଏହି ସମସ୍ୟା ଯେତେବେଳେ ପିଲାମାନଙ୍କୁ ହୋଇଥାଏ ତାହାକୁ ଜୁଭେନାଇଲ ଡାଇବେଟିଜ୍ କୁହାଯାଏ। ଏହାକୁ ଟାଇପ୍ -୧ ଏବଂ ଇନସୁଲିନ୍ ଡିପେଣ୍ଟେଟ୍ ଡାଇବେଟିସ୍ ମଧ୍ୟ କୁହାଯାଏ। ଏହା ଖାସ୍ କରି ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ମଧ୍ୟରେ…

ଧନିଆରେ ହୋଇ ପାରିବ ଡାଇବେଟିସ ନିୟନ୍ତ୍ରଣ, ଜାଣନ୍ତୁ ଏହାର ଉପକାରିତା

ସାଧାରଣ ଭାବରେ ଧନିଆକୁ ମସଲାର ଏକ ଉପାଦାନ ଭାବେ ଆମେ ଜାଣିଥାଉ । ସେ ପାନରେ ହେଉ କି ଖାଦ୍ୟରେ ଧନିଆକୁ ମସଲା ଭାବେ ହିଁ ଗ୍ରହଣ କରାଯାଏ । ହେଲେ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି ଯାହା ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଅଗୋଚର । ଏହା ଶରୀର ଓଜନ କମ୍‌ କରିବାରେ ସାହାଯ୍ୟ କରିବା ସହ ଡାଇବେଟିସ ବା…

ଡାଇବେଟିସ୍ ରୋଗୀମାନଙ୍କ ପାଇଁ ବିଷ ସଦୃଶ୍ୟ ଏହି ସବୁ ଖାଦ୍ୟ , ଭୂଲ୍ ରେ ବି କରନ୍ତୁ ନାହିଁ ସେବନ

ଆଜିକାଲି ଡାଇବେଟିସ୍ ସମସ୍ୟା ତିବ୍ର ଗତିରେ ବ୍ୟାପିବାରେ ଲାଗିଛି । ଆପଣଙ୍କ ଆଖପାଖରେ ଥିବା ବହୁତ ଲୋକ ଏହି ରୋଗରେ ପୀଡିତ ଥିବେ ନିଶ୍ଚିତ । ତେଣୁ ଡାଇବେଟିସ୍ ରେ ପୀଡିତ ରୋଗୀ ମାନଙ୍କୁ ନିଜର ଡାଏଟର କିଛି ଖାସ୍ ପ୍ଳାନିଙ୍ଗ୍ କରିବାକୁ ପଡିବ । ଡାଇବେଟିସ୍ ଥିବା ବ୍ୟକ୍ତି ମାନଙ୍କ ପାଇଁ ବହୁ…