Browsing Tag

director

ଆଉ ନାହାଁନ୍ତି ’ଡନ୍’ଫିଲ୍ମର ନିର୍ଦ୍ଦେଶକ ଚନ୍ଦ୍ର ବରୋଟ, ୮୬ ବର୍ଷ ବୟସରେ ଦୁନିଆରୁ ନେଇଛନ୍ତି ବିଦାୟ

ବଲିଉଡ୍ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ୧୯୭୮ରେ ଆସିଥିବା ଅମିତାଭ ବଚ୍ଚନଙ୍କ ’ଡନ୍’ଫିଲ୍ମର ନିର୍ଦ୍ଦେଶକ ଚନ୍ଦ୍ର ବରୋଟଙ୍କ ଦେହାନ୍ତ ହୋଇଛି । ସେ ୮୬ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡିତ ହୋଇ…

ଆରପାରିରେ ଲୋକପ୍ରିୟ ତେଲୁଗୁ ନିର୍ଦ୍ଦେଶକ ବେଲୁ ପ୍ରଭାକରନ, ୬୮ ବର୍ଷ ବୟସରେ ଦୁନିଆରୁ ନେଲେ ବିଦାୟ

ଲୋକପ୍ରିୟ ତାମିଲ ନିର୍ଦ୍ଦେଶକ ବେଲୁ ପ୍ରଭାକରନଙ୍କର ଶୁକ୍ରବାର ଅର୍ଥାତ୍ ଆଜି ସକାଳେ ଦେହାନ୍ତ ଘଟିଛି । ସେ ମାତ୍ର ୬୮ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା କାରଣରୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ସମ୍ପର୍କୀୟମାନେ ସ୍ପଷ୍ଟ କରିଛନ୍ତି…

ଅହମ୍ମଦାବାଦ ଦୁର୍ଘଟଣା :ନିଖୋଜ ଫିଲ୍ମ ନିର୍ଦ୍ଦେଶକ ମହେଶ ଜୀରାୱାଲାଙ୍କ ମୃତ୍ୟୁ, DNA ମ୍ୟାଚ୍ ପରେ ପରିବାରକୁ ମୃତଦେହ…

ଅହମ୍ମଦାବାଦ ଦୁର୍ଘଟଣା ପରଠାରୁ ଫିଲ୍ମ ନିର୍ଦ୍ଦେଶକ ମହେଶ ଜୀରାୱାଲା  ନିଖୋଜ ରହିଥିଲେ । ତାଙ୍କୁ ନେଇ ବର୍ତ୍ତମାନ ବଡ଼ ଅପଡେଟ ସାମ୍ନାକୁ ଆସିଛି । ସେହି ସମୟରେ ମହେଶ ଜୀରାୱାଲାଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି ପୋଲିସ । ଶେଷ ଥର ପାଇଁ ତାଙ୍କ ଫୋନ୍ କଲର ସ୍ଥାନ ଏୟାର ଇଣ୍ଡିଆ ବିମାନ…

ବଲିଉଡ ଇଣ୍ଡଷ୍ଟ୍ରିକୁ ବଡ ଝଟକା, ଲୋକପ୍ରିୟ ନିର୍ଦ୍ଦେଶକ ପାର୍ଥୋ ଘୋଷଙ୍କର ପରଲୋକ

ବଲିଉଡ ଇଣ୍ଡଷ୍ଟ୍ରିରୁ ପୁଣି ଆସିଲା ଆଉ ଏକ ଦୁଃଖଦ ଖବର । ଚର୍ଚ୍ଚିତ ଫିଲ୍ମ ଡାଇରେକ୍ଟର ପାର୍ଥୋ ଘୋଷଙ୍କର ଦେହାନ୍ତ ଘଟିଛି । ବଙ୍ଗୀୟ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତା ନିର୍ଦ୍ଦେଶକଙ୍କ ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛନ୍ତି । ଯାହା ଶୁଣିବା ପରେ ସମସ୍ତଙ୍କୁ ବଡ ଝଟକା ଲାଗିଛି ।…

ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଜାମିନ୍, ମିଛରେ ହୋଇଥିଲା ଅଭିଯୋଗ

ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଜାମିନରେ ମୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୁଷ୍କର୍ମ ମାମଲାରେ ସେ ଫସିଥିବା ସୂଚନା ମିଳୁଛି । ଅଭିଯୋଗ ଆଣିଥିବା ଝିଅ ଜଣକ ଏହାକୁ ମିଥ୍ୟା ବୋଲି ସ୍ବୀକାର କରିଛନ୍ତି । ଯାହାପରେ ମହିଳା ଜଣକ ଆପିଡେବିଟ ଦାଖଲ କରି କୋର୍ଟରେ କହିଛନ୍ତି ଯେ ଦୁଇ…

୬୨ ବର୍ଷରେ ପାଦ ଦେଲେ ସଞ୍ଜୟ ଲୀଲା ଭଂସାଲୀ, ଗେମ୍ ଚେଞ୍ଜର ପ୍ରମାଣିତ ହୋଇଥିଲା ଭଂସାଲୀଙ୍କ ଏହିସବୁ ଫିଲ୍ମ

ବଲିଉଡର ସୁପରହିଟ୍ ଡାଇରେକ୍ଟର ସଞ୍ଜୟ ଲୀଲା ଭଂସାଲୀ ଆଜି ତାଙ୍କର ୬୨ତମ ଜନ୍ମଦିନ ପାଳନ କରୁଛନ୍ତି । ସଞ୍ଜୟ ଲୀଲା ଭଂସାଲୀଙ୍କ ଜନ୍ମ ଦିନ ଅବସରରେ ବଲିଉଡ ଷ୍ଟାର୍ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ୍ ମିଡିଆରେ ଅଭିନନ୍ଦନ ଜଣାଉଛନ୍ତି । ଡାଇରେକ୍ଟର ସଞ୍ଜୟ ଲୀଲା ଭଂସାଲୀ ବଲିଉଡର ଅନେକ…

ସାଉଥ୍ ସିନେମାର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଶାଫିଙ୍କ ଦେହାନ୍ତ, ୫୬ ବର୍ଷରେ ନେଲେ ଶେଷ ନିଶ୍ୱାସ

ସାଉଥ୍ ସିନେମାର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଶାଫି ଆଉ ନାହାନ୍ତି । ମାଲାୟାଲମ୍ ଫିଲ୍ମ ନିର୍ଦ୍ଦେଶକ ଶାଫିଙ୍କର ୫୬ ବର୍ଷ ବୟସରେ ଗତକାଲି କୋଚିରେ ଦେହାନ୍ତ ହୋଇଛି । ତାଙ୍କୁ ୧୬ ତାରିଖରେ ଷ୍ଟ୍ରୋକ୍ ଆସିଥିଲା । ସେବେଠାରୁ ସେ ହସ୍ପିଟାଲରେ ଥିଲେ । ଶାଫିଙ୍କର ହଠାତ୍ ଦେହାନ୍ତରେ ଦକ୍ଷିଣ…

ପୁଣି ମନୋଜ ମିଶ୍ରଙ୍କ ନାଁରେ ଅଭିଯୋଗ, ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ ଅଭିଯୋଗ

ଥମୁନି ଓଲିଉଡ କଳି। ଗୋଟିଏ ବିବାଦ ଥମିବା ବେଳକୁ ମୁଣ୍ଡ ଟେକୁଛି ଆଉ ଏକ ବିବାଦ ।  ଏବେ ଫିଲ୍ମ ନିର୍ଦେଶକ ବବି ଇସଲାମଙ୍କୁ ଜୀବନରେ ମାରିଦେବାକୁ ଧମକ। ମନୋଜ ମିଶ୍ରଙ୍କ ସମର୍ଥକ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବବି ଇସଲାମ ।  ଏନେଇ କଟକ ଦରଘାବଜାର ଥାନାରେ ଏତଲା ମଧ୍ୟ…

ଭୋଜପୁରୀ ନିର୍ଦ୍ଦେଶକ ସୁବାସଙ୍କ ମୃତ୍ୟୁ, ସନ୍ଦିଗ୍ଧ ଅବସ୍ଥାରେ ହୋଟେଲରୁ ମିଳିଲା ମୃତଦେହ

ଗତ କିଛିଦିନ ହେଲାଣି ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ନିକଟରେ ଆଦିତ୍ୟ ସିଂ ରାଜପୁରତ, ବୈଭବୀ ଉପାଧ୍ୟୟ, ନୀତେଶ ପାଣ୍ଡେଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଏକ ଜଣେ ଭୋଜପୁରୀ ନିର୍ଦ୍ଦେଶକଙ୍କ ମୃତଦେହ ହୋଟେଲ ରୁମରୁ ମିଳିଛି। ଭୋଜପୁରୀ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ତିୱାରୀ…

ଆରପାରିରେ ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ସାଓ୍ଵନ କୁମାର ଟାକ; କରଜ ନେଇ ତିଆରି କରିଥିଲେ ନିଜର ପ୍ରଥମ ଫିଲ୍ମ

ବଲିଉଡ୍‌ର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ସାଓ୍ଵନ କୁମାର ଟାକଙ୍କ ୮୬ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ହୋଇଛି। ତାଙ୍କୁ ଦୀର୍ଘ ଦିନରୁ ହାର୍ଟ ସମସ୍ୟା ଥିଲା, ଯେଉଁ କାରଣରୁ ସେ ଲମ୍ବା ସମୟ ଧରି ଚିକିତ୍ସାରତ ଥିଲେ। ଅଗଷ୍ଟ ୨୪ରେ ସମସ୍ୟା ବଢ଼ିବା ପରେ ତୁରନ୍ତ ତାଙ୍କୁ…

କ୍ୟାପିଟାଲ ହସ୍ପିଟାଲରେ ନିର୍ଦ୍ଦେଶକଙ୍କୁ ଘେରିଲେ ସଫେଇ କର୍ମଚାରୀ

ଭୁବନେଶ୍ବର(କେନ୍ଯୁଜ୍): କ୍ୟାପିଟାଲ ହସ୍ପିଟାଲ ପରିସରରେ ଆନ୍ଦୋଳନ । କ୍ୟାପିଟାଲ ହସ୍ପିଟାଲରେ ନିର୍ଦ୍ଦେଶକଙ୍କୁ ଘେରିଲେ ସଫେଇ କର୍ମଚାରୀ । ସୂଚନା ମୁତାବକ ନବ ନିଯୁକ୍ତ ନିର୍ଦ୍ଦେଶକ ସଫେଇ କର୍ମଚାରୀଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଦରମା କାଟୁଥିବା ନେଇ ଅଭିଯୋଗ କରିଛନ୍ତି ସଫେଇ…

ଆର ପାରିରେ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର, ଅନେକ ସିନେମା କରି ପାଇଥିଲେ ଜାତୀୟ ଓ ରାଜ୍ୟସ୍ତରୀୟ…

ଭୁବନେଶ୍ୱର (କେନ୍ୟୁଜ୍): ଅନେକ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ଭେଟି ଦେଇଥିବା ମନେମୋହନ ମହାପାତ୍ର ଆଉ ନାହାନ୍ତି । ବହୁ କଳାଜୟୀ ସିନେମାର ନିର୍ଦ୍ଦେଶନା ଦେଇ ମନମୋହନ ଜାତୀୟ ଓ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ପାଇଛନ୍ତି । କିଛି ଦିନ ତଳେ ତାଙ୍କ ନିର୍ଦ୍ଦେଶିତ ସିନେମା ‘ଭିଜା ମାଟିର…