ମାର୍ଚ୍ଚ ୧୧ରୁ ଆରମ୍ଭ ହେଉଛି ଫ୍ଲିପକାର୍ଟର ବିଗ୍ ସେଭିଙ୍ଗ ଡେ, ମୋବାଇଲ ଉପରେ ମିଳିବ ଭାରି ଡିସକାଉଣ୍ଟ
ମାର୍ଚ୍ଚ ୧୧ରୁ ଆରମ୍ଭ ହେଉଛି ଫ୍ଲିପକାର୍ଟର ବିଗ୍ ସେଭିଙ୍ଗ ଡେ ଡିଲ । ଏହା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ । ଏହି ବିଗ୍ ସେଭିଙ୍ଗ ଡେ ରେ ପପୁଲାର ସ୍ମାର୍ଟ ଫୋନ ଉପରେ ବଡ଼ ଡିସକାଉଣ୍ଟ ଅଫର ମିଳିବାକୁ ଯାଉଛି । ଏଥିରେ ରହିଛି ଆଇଫୋନ 14, ଆଇଫୋନ 14 ପ୍ଲସ, Nothing Phone (1), google…