DN ଗ୍ରୁପ୍ ଉପରେ ସରିଛି ଆୟକର ବିଭାଗର ରେଡ୍, ଖୁବଶୀଘ୍ର ପଞ୍ଝା ମାରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ଭୁବନେଶ୍ବର(କେନ୍ୟୁଜ୍):ଟିକସ ଫାଙ୍କିବା ଅଭିଯୋଗରେ DN ଗ୍ରୁପ୍ ଉପରେ ସରିଛି ଆୟକର ବିଭାଗର ରେଡ୍ । ଖୁବଶୀଘ୍ର ପଞ୍ଝା ମାରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କମ୍ପାନୀ ମୁଖ୍ୟ ଜଗଦୀଶ ପ୍ରସାଦ ନାୟକ ଓ ଅନ୍ୟ କର୍ମଚାରୀଙ୍କୁ ଜେରା କରିବାକୁ ନୋଟିସ୍ କରିବ ଇଡି । ଆଇଟି ବିଭାଗ ପକ୍ଷରୁ ଜବତ…