Browsing Tag

doctor take bribe

ଶିଶୁ ଆଙ୍ଗୁଳିର ଅସ୍ତ୍ରୋପଚାର ପାଇଁ ଡାକ୍ତର ମାଗୁଛନ୍ତି ୪୦ ହଜାର ଟଙ୍କା ଲାଞ୍ଚ, CDMO ଅଫିସ ଘେରିଲେ ଓକିଲ ସଂଘ

କେନ୍ଦୁଝର(କେନ୍ୟୁଜ୍): ଅସ୍ତ୍ରୋପଚାର ପାଇଁ ଲାଞ୍ଚ ମାଗି ଡାକ୍ତର ହଟହଟା । ଜଣେ ଛୋଟ ପିଲାର ଆଙ୍ଗୁଳିର ଅସ୍ତ୍ରୋପଚାର ପାଇଁ ଡାକ୍ତର ୪୦ ହଜାର ଲାଞ୍ଚ ମାଗିଥିବା ଅଭିଯୋଗ । ଏନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କର କାର୍ଯ୍ୟାଳୟ ଘେରାଉ କଲେ ଜିଲ୍ଲା ଓକିଲ ସଂଘର ସଦସ୍ୟ । ଏଥିସହ…