କୁକୁରଙ୍କ ସହିତ ଖେଳୁଥିବାବେଳେ ଆହତ ହେଲେ ଜୋ ବାଇଡେନ୍, ଆରୋଗ୍ୟ କାମନା କଲେ ଟ୍ରମ୍ପ
ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହତ ହେଲେ ଜୋ ବାଇଡେନ୍। ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଥିବା ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆହତ୍ ହୋଇଛନ୍ତି । ତାହା ପୁଣି କୁକୁର ସହିତ ଖେଳି କରି । ବାଇଡେନଙ୍କ ପାଖରେ ଦୁଇଟି କୁକୁର ରହିଛି। ଅଘଟଣ…