Browsing Tag

donkey milk

ଏଠାରେ କ୍ଷୀର ଲିଟର୍ ପିଛା ୧୦ ହଜାର ଟଙ୍କାରେ ବିକ୍ରି ହେଉଛି, ଜାଣନ୍ତୁ କଣ ରହିଛି ଏହାର କାରଣ

ଦୁନିଆରେ ବିଭିନ୍ନ ପ୍ରକାରର ଅଦ୍ଭୁତ ଘଟଣା ଘଟିଥାଏ । ମହାରାଷ୍ଟ୍ରରରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଘଟଣାଟି ହେଉଛି ଗଧ କ୍ଷୀର ଲିଟର୍ ପିଛା ୧୦ ହଜାର ଟଙ୍କାରେ ବିକ୍ରି ହେଉଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ତଥ୍ୟଟି ଏକଦମ୍ ସତ୍ୟ । କିଛି ଦିନ ହେବ ମହାରାଷ୍ଟ୍ରର…

ଗଧ କ୍ଷୀର ଲିଟର ୭ ହଜାର, ଫାଇଦା ଏତେ ଯେ କ୍ୟାନ୍ସରକୁ ମଧ୍ୟ ରୋକିପାରିବ

ଆପଣ ମାନେ ସୁସ୍ଥ ରହିବାକୁ ଗାଈ, ମଇଁଷିଙ୍କ କ୍ଷୀର ପିଅନ୍ତି । ବାହାର ରାଜ୍ୟରେ ତ ଲୋକ ଛେଳି ଓ ଓଟଙ୍କ କ୍ଷୀର ପିଅନ୍ତି। କଣ ଆପଣ ଜାଣିଛନ୍ତି ଆମ ଦେଶରେ ଗଧର କ୍ଷୀର ବି ମିଳିଲାଣି। ଜଣାପଡିଛି ଗଧ ର କ୍ଷୀର ପିଇଲେ ଶରୀରର ଇମ୍ୟୁନ ସିଷ୍ଟମ ଠିକ ରହୁଛି। ଦେଶରେ ପ୍ରଥମ ଥର ରାଷ୍ଟ୍ରୀୟ ଅଶ୍ୱ…

ଏଠାରେ ଗଧ କ୍ଷୀରରୁ ପ୍ରସ୍ତୁତ ହୋଇଥାଏ ଦୁନିଆର ସବୁଠାରୁ ମହଙ୍ଗା ପନିର, ଜାଣନ୍ତୁ କେତେ ରହିଛି ମୂଲ୍ୟ

କଣ ଆପଣ ଜାଣିଛନ୍ତି ଦୁନିଆର ସବୁଠାରୁ ମହଙ୍ଗା ପନିର କେଉଁଠାରେ ପ୍ରସ୍ତୁତ ହୋଇଥାଏ ? କିପରି ହୋଇଥାଏ ଏହା ପ୍ରସ୍ତୁତି ଏବଂ କେତେ ରହିଥାଏ ଏହାର ମୂଲ୍ୟ? ଆଜି ଆମେ ଆପଣଙ୍କ ମନରେ ଜାତ ହୋଇଥିବା ଏହି ପ୍ରଶ୍ନର ଉତ୍ତର ରଖିବାକୁ ଯାଉଛୁ। ଦୁନିଆର ସବୁଠାରୁ ମହଙ୍ଗା ପନିର ୟୁରେପିୟ ଦେଶ ସର୍ବିୟାର…