Browsing Tag

down

ହଠାତ ଠପ୍ ହୋଇଗଲା ସବୁ ସୋସିଆଲ ମିଡିଆ: ଗଲାନି ମେସେଜ, ୟୁଜର୍ସ ହନ୍ତସନ୍ତ

ସୋସିଆଲ ମିଡିଆ ଅଚଳ । ଫେସବୁକ୍, ହ୍ବାଟସଆପ୍ ଓ ଇନଷ୍ଟାଗ୍ରାମ ଡାଉନ୍ । ବୁ ଧବାର ରାତିରେ ମେଟା ଅଧୀନରେ ପରିଚାଳିତ ୩ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ଡାଉନ ରହିଥିଲା ।  ମିଳିଥିବା ଖବର ଅନୁସାରେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଗତ କାଲି ରାତିରେ ଠପ ହୋଇଯାଇଥିଲା ସୋସିଆଲ ମିଡିଆ ସେବା ।…

କରୋନା ଓ ୟେସ୍‌ ବ୍ୟାଙ୍କ ସଂକଟ ଯୋଗୁ ଖସିଲା ସେନସେକ୍ସ, ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ପାଖାପାଖି ୨ ହଜାର…

କେନ୍ୟୁଜ୍(ବ୍ୟୁରୋ): ସେୟାର ବଜାରରେ ହଲଚଲ । କରୋନା ଓ ୟେସ୍‌ ବ୍ୟାଙ୍କ ସଂକଟ ଯୋଗୁ ଖସିଲା ସେନସେକ୍ସ । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ପାଖାପାଖି ୨ ହଜାର ପଏଣ୍ଟ ହ୍ରାସ ପାଇଛି । ସେହିପରି ନିଫଟି ଖସିିଛି ୫୫୦ ପଏଣ୍ଟରୁ ଅଧିକ । କରୋନା ଭାଇରସ୍‌ ଭୟ ଓ ୟେସ ବ୍ୟାଙ୍କର ପ୍ରଭାବ…

କମିଲା ସୁନା ଦର, ଜାଣନ୍ତୁ କ’ଣ ରହିଛି ନୂଆ ମୂଲ୍ୟ

ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଜଲଦି କରନ୍ତୁ। ଗତି କିଛି ମାସ ହେବଣି ସୁନା ଦର ହୁ ହୁ ହୋଇ ବଢିଚାଲିଥିଲା। ଏଥିପାଇଁ ସୁନା କିଣିବାକୁ ଇଚ୍ଛୁକ ଥିବା ଲୋକ ଇଚ୍ଛା ଥାଇ ମଧ୍ୟ କିଣିପାରୁନଥିଲେ। କିନ୍ତୁ ଯଦି ଆପଣ ଏବେ ସୁନା କିଣିପାରିବେ। ସୁନା ଦର ୨୩୦୦ ଟଙ୍କା ହ୍ରାସ ପାଇଛି। ଗତ…

ପୁଣି ଡାଉନ ହେଲା ଫେସବୁକ୍, ହ୍ବାଟ୍ସଆପ ଏବଂ ଟ୍ବିଟର : ଗ୍ରାହକଙ୍କୁ ଭୋଗିବାକୁ ପଡିଲା ଅନେକ ସମସ୍ୟା

ନୂଆଦିଲ୍ଲୀ : ସୋସିଆଲ ମିଡିଆ ନେଟୱାର୍କଂ ସାଇଟ ଫେସବୁକ୍ ଆଜି ଦ୍ବିପହର ସମୟରେ ପୁଣି ଥରେ ଡାଉନ ହୋଇଯାଇଥିଲା। ଏନେଇ ଗ୍ରାହକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ଏପରିକି ଅନେକ ଗ୍ରାହକ ଟ୍ବିଟର ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ମଧ୍ୟ ଦେଇଥିଲେ। ସୂଚନା ଅନୁଯାୟୀ,…