୫ ଗୁପ୍ତଚରଙ୍କୁ ଜେରା ବେଳେ ମିଳୁଛି ନୂଆ ନୂଆ ସୁରାକ୍, ୟୁକେ ସରକାରଙ୍କୁ ମଗାଯିବ ହ୍ଵାଟସଆପ୍ ନମ୍ବରର ଡିଟେଲ୍ସ
ବାଲେଶ୍ବର(କେନ୍ଯୁଜ୍):ଚାନ୍ଦିପୁର ଆଇଟିଆର୍ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ମିଳୁଛି ନୂଆ ନୂଆ ସୁରାକ । ୫ ଗୁପ୍ତଚରଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ ।…