Browsing Tag

drink

ସେ ଭୁଲ ହେଉ କି ଠିକ୍‌ ମଦ ପିଇଲା ପରେ ପାଟିରୁ ଅନର୍ଗଳ ଇଂରାଜୀ କାହିଁକି ବାହାରେ 

ମଦ ପିଇବା ଶରୀର ପାଇଁ ହାନିକାରକ । ଏକଥା ସବୁଠି ଲେଖା ଆଉ ସମସ୍ତେ ଜାଣନ୍ତି । ଯାହା ଧର୍ମକୁ ଆଖିଠାର କହିଲେ ଭୁଲ ହେବ ନାହିଁ । ଏହାକୁ ପଢ଼ି କେବେ କେହି ମଦୁଆ ମଦ ଛାଡ଼ି ଦେଇଥିବେ, ଏ ବିଶ୍ୱାସ ତ ଆମର ନାହିଁ । ମଦୁଆଙ୍କ ଭିତରେ ଅଲଗା ଅଲଗା ବର୍ଗ ଅଛନ୍ତି । ଯେମିତି କି କିଏ ମଦ ପିଉଛି ତ ଆଉ…

ମିନିଟରେ ପ୍ରସ୍ତୁତ କରନ୍ତୁ ଏହି ଡ୍ରିଙ୍କ୍‌, ଆପଣ ହୋଇଯିବେ ଏକଦମ୍‌ ରିଫ୍ରେସ୍‌

ଗରମରେ ଆପଣଙ୍କୁ ଆରାମ ଦେବ ଥଣ୍ଡା ଥଣ୍ଡା ଡ୍ରିଙ୍କସ। କାହିଁକିନା ଗରମରେ ସାଧା ପାଣି ପିଇବାକୁ ମନ ହୋଇନଥାଏ। ଏଥିପାଇଁ ଲୋକମାନେ ଅନେକ ପ୍ରକାର ହେଲଦି ଡ୍ରିଙ୍କ୍ସ ପିଇବାକୁ ପସନ୍ଦ କରନ୍ତି। ସେଥିପାଇଁ ଲେମ୍ବୁ ପାଣି ଠାରୁ ନେଇ ପଇଡ ପାଣି ପର୍ଯ୍ୟନ୍ତ ଅନେକ ଡ୍ରିଙ୍କସ ସେବନ କରାଯାଏ। ଏମିତିରେ…

ହୋଲିରେ ବନାଇ ନିଜେ ପିଅନ୍ତୁ ଆଉ ପିଆନ୍ତୁ ଥଣ୍ଡା ଡ୍ରିଙ୍କସ୍‌

ଆବଶ୍ୟକ ସାମଗ୍ରୀ ୧.୫ ଲିଟର ଫୁଲକ୍ରୀମ କ୍ଷୀର ୧.୫ ଗିନା ଚିନି ୨୦-୨୫ ବାଦାମ (ଭିଜାଇ ଚୋପା ଛଡାଇ ଦିଅନ୍ତୁ) ୨୦-୨୫ ପିସ୍ତା (ଚୋପା ଛଡାଇଥିବା) ୩ ବଡ ଚାମଚ ମଗଜ (ଖରଭୁଜ ମଞ୍ଜି, ଚୋପା ଛଡା ହୋଇଥିବା) ୩ ବଡ ଚାମଚ ଖସଖସ୍‌ ୭-୮ଟି କେସର ୮-୧୦ଟି ଛୋଟ ଅଳେଇଚ…

୨୧ ବର୍ଷ ନହେଲା ଯାଏ ମଦ ପିଇ ପାରିବ ନାହିଁ, ନହେଲେ ଜରିମାନା

ହରିୟାଣା ବିଧାନସଭାରେ ବୁଧବାର ଦିନ ଏକ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ ହୋଇଯାଇଛି । ଏହି ଅବକାରୀ ବିଲ୍‌କୁ ନେଇ ଏବେ ସବୁଠାରେ ଚର୍ଚ୍ଚା । ଏଣିକି ରାଜ୍ୟରେ କମ୍‌ ବୟସର ପିଲାଙ୍କୁ ମଦ ପିଇବା ଉପରେ କଡ଼ା କଟକଣା ଜାରି କରିଛନ୍ତି । ୨୧ବର୍ଷ ବୟସ ନହେଲା ଯାଏ କୌଣସି ବ୍ୟକ୍ତି ମଦ ପିଇବାକୁ…

ପ୍ରତିଦିନ ଖାଲିପେଟରେ ପିଅନ୍ତୁ ଏହି ଚା’, ମୋଟାପଣରୁ ମିଳିବ ମୁକ୍ତି

ଅଧିକାଂଶ ଲୋକ ମୋଟାପଣ ଯୋଗୁଁ ଚିନ୍ତାରେ ରହିଥାନ୍ତି। ଏହି ମୋଟାପଣ ଯୋଗୁଁ ପେଟ ବଢିଥାଏ। ଯାହା ଯୋଗୁଁ ଶରୀରର ବହୁତ ଖରାପ ଦେଖାଯାଏ। ମୋଟାପଣ କମାଇବା ପାଇଁ ଆପଣ ସବୁପ୍ରକାର ଉପାୟ ଆପଣାଇ ସାରିଲେଣି କିନ୍ତୁ ପେଟ କମୁନି। ଯଦି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି, ପେଟ କମ୍‌ କରିବାକୁ…

ପ୍ରଦୂଷଣରୁ ବଞ୍ଚାଇବ ଏହି ଡ୍ରିଙ୍କ, ଆଜି ହିଁ ପ୍ରସ୍ତୁତ କରନ୍ତୁ

ଦିନକୁ ଦିନ ପ୍ରଦୂଷଣ ବଢିବାରେ ଲାଗିଛି। ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏତେ ବଢିଚାଲିଛି ଯେ, ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାକୁ ଡରିଛନ୍ତି। ଏଥିପାଇଁ ଲୋକ ଅନେକ ରୋଗ ମଣିଷକୁ ଆକ୍ରାନ୍ତ କରୁଛି। ଏହି ସବୁ ରୋଗରୁ ବଞ୍ଚିବା ପାଇଁ ପିଅନ୍ତୁ ଏହି ଡ୍ରିଙ୍କ ଆଉ ନିଜକୁ ସୁସ୍ଥ ରଖନ୍ତୁ। ଆସନ୍ତୁ…