ରାତ୍ରି ଭୋଜନ ପରେ ଚା’ ପିଉଛନ୍ତି କି? ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଏ
ଭାରତରେ ଅଧିକାଂଶ ଲୋକ ଚା ପିଇ ନିଜ ଦିନ ଆରମ୍ଭ କରିଥାନ୍ତି । ଚା’ ବିନା ସକାଳର ଆରମ୍ଭ କରିବା ଲୋକଙ୍କ ପାଇଁ କଷ୍ଟକର ହୋଇଯାଏ । କିଛି ଲୋକ ଅଛନ୍ତି ଯେଉଁମାନେ ସକାଳ ଜଳଖିଆ ପରେ ଚା ପିଇଥାନ୍ତି ଏବଂ ଆଉ କିଛି ଲୋକେ ରାତ୍ରି ଭୋଜନ ପରେ ମଧ୍ୟ ଚା ପିଇବାକୁ ପସନ୍ଦ କରିଥାନ୍ତି । ହେଲେ ଆପଣ…