Below header
Browsing Tag

drown to death

ଗଞ୍ଜାମ ପୁରୁଷୋତ୍ତମପୁର ଷୋଳଘର ନିକଟ ଋଷିକୂଲ୍ୟା ନଦୀରେ ଅଘଟଣ: ଗାଧୋଉଥିବାବେଳେ ଭାସିଗଲେ ୨ ଭାଇ

ବ୍ରହ୍ମପୁର(କେନ୍ୟୁଜ୍): ନଦୀରେ ଗାଧୋଉଥିବାବେଳେ ଭାସିଗଲେ ୨ ଭାଇ । ସାନଭାଇ ଉଦ୍ଧାର, ବଡ଼ଭାଇ ଏବେ ବି ନିଖୋଜ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଷୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ଅଘଟଣ । ସକାଳୁ ୨ ଭାଇ ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ସାନ ଭାଇକୁ ଉଦ୍ଧାର…

କୋରାପୁଟ ଗୋଇପଦର ଗାଁରେ ଅଘଟଣ: ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ୨ ଶିଶୁ ମୃତ

କୋରାପୁଟ(କେନ୍ଯୁଜ୍): ପାଣିରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଗୋଇପଦର ଗାଁରେ ଘଟିଛି ଅଘଟଣ । ଗାଧୋଇବାକୁ ଯାଇଥିବା ବେଳେ ଦୁଇ ଶିଶୁ ବୁଡ଼ିଯାଇଥିଲେ । ଏମାନେ ହେଲେ ଗାଁର କେଶବ ଖିଲଙ୍କ ୫ ବର୍ଷର ଝିଅ ନନ୍ଦିନୀ ଓ ଲକ୍ଷ୍ମଣ ଗୋଲାରୀଙ୍କ ୪ ବର୍ଷର…

ମୋବାଇଲ ଫୋନକୁ ରକ୍ଷା କରିବା ଚକ୍କରରେ ପାଲଝାରା ଡ୍ୟାମରେ ନିଜେ ବୁଡିଗଲେ ଯୁବ ଇଞ୍ଜିନିୟର

ବୌଦ୍ଧ: ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅର୍ନ୍ତଗତ ପାଲଝାରା ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ ବୁଡିଗଲେଯୁବ ଇନଂଜିନିୟର । ତାମିଲନାଡୁର ଆର ମୁକୁନ୍ଦମ ନାମକ ଯୁବକ ନିଜ ବନ୍ଧୁ ମାନଙ୍କ ସହିତ ଡ୍ୟାମକୁ ଗାଧୋଇବାକୁ ଯାଇଥିବା ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତାମିଲନାଡୁର ଆର…

କଦଳୀ ଭେଳାରେ ପାର ହେଉଥିବାବେଳେ ବୁଡି ଯାଇ ଦୁଇ ଭାଇ ମୃତ

ଯାଜପୁର: ବନ୍ଯା ଦାଉରୁ ମୁକୁଳିନଥିବା ବେଳେ ଯାଜପୁର ଜିଲ୍ଲା ବରୀରେ ଘଟିଛି ଆଉ ଏକ ଅଘଟଣ। ଏହି ବ୍ଲକ ମନ୍ଦାରୀ ପଞ୍ଚାୟତ ମେଦୁଆକୁଳ ଗାଁରେ ପାଟରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଆଜି ଏହି ଗାଁର ଦୁଇଜଣ ଯୁବକ କଦଳୀ ଭେଳାରେ ପାଟ ଭିତରକୁ ଯାଉଥିବା ସମୟରେ ହଠାତ ଭେଳାଟି…