Browsing Tag

durga pooja 2020

ଏବେ ଘରେ ବସି ଉଠାଇପାରିବେ ଦୁର୍ଗାପୂଜାର ଆନନ୍ଦ, Xiaomi ଆରମ୍ଭ କଲା ଲାଇଭ୍‌ ଦର୍ଶନ କାର୍ଯ୍ୟକ୍ରମ

କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଲୋକମାନେ ନବରାତ୍ର ପୂଜାରେ ସାମିଲ ହୋଇପାରୁନାହାନ୍ତି। ଭକ୍ତଙ୍କ ଏହି ସମସ୍ୟାକୁ ହୃଦୟଙ୍ଗମ କରି ସ୍ମାର୍ଟଫୋନ୍‌ କମ୍ପାନୀ ସାଓମି ଏକ ନୂଆ ଉପାୟ ଆରମ୍ଭ କରିଛି। ଏହି ଉପାୟରେ ଭକ୍ତମାନେ ଘରେ ବସି ଦୁର୍ଗା ପୂଜାର ଆନନ୍ଦ ଉଠାଇ ପାରିବେ। କମ୍ପାନୀର ଏହି ନୂଆ…