ମୂର୍ତ୍ତିର ଉଚ୍ଚତା ଚାରି ଫୁଟ କାହିଁକି ରଖାଗଲା? ପୁଣି ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବା ପାଇଁ ସଜବାଜ ହେଲାଣି ପୂଜା…
କଟକ(କେନ୍ଯୁଜ୍):ମୂର୍ତ୍ତି ଉଚ୍ଚତା କଟକଣାକୁ କୋହଳ କରିବା ପାଇଁ ପୁଣି ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବା ପାଇଁ ସଜବାଜ ହେଲାଣି ଦୈତନଗରୀ କଟକ - ଭୁବନେଶ୍ୱର ପୂଜା କମିଟି । ମୂର୍ତ୍ତିର ଉଚ୍ଚତା ଚାରି ଫୁଟ କାହିଁକି ରଖାଗଲା ବୋଲି ପ୍ରଶ୍ନ କରିବା ସହ ସରକାର ଏହାର ତର୍କ ରଖନ୍ତୁ ବୋଲି ଦାବି କରିଛି…