Browsing Tag

EARTH HOUR TODAY

ଆଜି ପାଳନ ହେବ ଆର୍ଥ ଆୱାର, ବାଲୁକା କଳାରେ ଘଣ୍ଟାଟିଏ ଲାଇଟ୍ ବନ୍ଦ କରିବାକୁ ବାର୍ତ୍ତା

ପୁରୀ (କେନ୍ୟୁଜ): ଆଜି ସମଗ୍ର ବିଶ୍ବରେ ପାଳନ ହେବାକୁ ଯାଉଛି ଆର୍ଥ ଆୱାର । ଘଣ୍ଟାକ ପାଇଁ ଅନ୍ଧାର ହେବ ଦୁନିଆ । ଏହି ଦିବସଟି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ପାଳିତ ହୋଇଥାଏ। ଆଜି ରାତି ୮ଟା୩୦ରୁ ୯ଟା୩୦ ପର୍ଯ୍ୟନ୍ତ ଏହି ଆର୍ଥ ଆୱର ପାଳନ କରାଯିବା ସହ ସେହି ୧ ଘଣ୍ଟା ବିନା…

ଘଣ୍ଟାକ ପାଇଁ ଅନ୍ଧାରରେ ସାରା ଦୁନିଆ, ବିଶ୍ୱ ପାଳିଲା ଆର୍ଥ ଆୱାର

କେନ୍ୟୁଜ୍(ବ୍ୟୁରୋ): ବିଶ୍ୱ ପାଳିଲା ଆର୍ଥ ଆୱାର। ଘଣ୍ଟାକ ପାଇଁ ଅନ୍ଧାରରେ ସାରା ଦୁନିଆ। ବିଜୁଳି ସଂରକ୍ଷଣ ପାଇଁ ସଂଧ୍ୟା ସାଢେ ୮ଟାରୁ ସାଢେ ୯ଟା ଯାଏ ବନ୍ଦ ରହିବ ଲାଇଟ୍‌ସ। ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ବା WWF ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି । ଚଳିତ ବର୍ଷର…

ବାଲୁକାକଳାରେ ‘ଆର୍ଥ ଆଓ୍ଵାର’: ଘଣ୍ଟାଏ ପାଇଁ ଲାଇଟ୍‌ ବନ୍ଦ ରଖିବାକୁ ବିଶ୍ୱବାସୀଙ୍କୁ ଅନୁରୋଧ କଲେ ବାଲୁକାଶିଳ୍ପୀ…

ପୁରୀ (କେନ୍ୟୁଜ): ବାଲୁକାକଳାରେ ‘ଆର୍ଥ ଆଓ୍ଵାର’ । WWFର ଭାରତ ଆମ୍ବାସଡର ତଥା ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି । ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏ ଲାଇଟ୍‌ ବନ୍ଦ ରଖିବାକୁ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି ।…

ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍‌’, ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ପୃଥିବୀ

ନୂଆଦିଲ୍ଲୀ : ଆଜି ବିଶ୍ୱ ପାଳିବ 'ଆର୍ଥ ଆୱାର୍‌' । ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ବିଶ୍ୱ । ବିଜୁଳି ସଂରକ୍ଷଣ ପାଇଁ ସଂଧ୍ୟା ସାଢେ ୮ଟାରୁ ସାଢେ ୯ଟା ଯାଏ ଲାଇଟ୍‌ସ ଅଫ୍‌ ରହିବ । ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ବା WWF ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି । ଚଳିତ ବର୍ଷର…

ଆଜି ରାତି ୮.୩୦ରୁ ୯.୩୦ ଆର୍ଥ ଆଓ୍ଵାର : ଲାଇଟ୍‌ ବନ୍ଦ ରଖନ୍ତୁ, ଆମେ ପାଳନ କରୁଛୁ ଆପଣ ବି ସାମିଲ ହୁଅନ୍ତୁ

ଶକ୍ତି ସଂରକ୍ଷଣ ନେଇ ସଚେତନତା । ଆଜି ପାଳିତ ହେଉଛି ‘ଆର୍ଥ ଆଓ୍ଵାର’ । ଏହା ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ । ସାରା ବିଶ୍ୱରେ ସଚେତନତା ସୃଷ୍ଟି ପାଇଁ ମାର୍ଚ୍ଚ ମାସ ୩୦ ତାରିଖ ଦିନ ପାଳନ ହୁଏ ‘ଆର୍ଥ ଆଓ୍ଵାର’ । ଏହି କାର୍ଯ୍ୟକ୍ରମ ଅନୁସାରେ ରାତି ୮.୩୦ରୁ ୯.୩୦ ଘଣ୍ଟାଏ ପର୍ଯ୍ୟନ୍ତ ବିଜୁଳି…