ବିନା ପିଆଜ ଏବଂ ଟମାଟାରେ ବନାନ୍ତୁ ଟେଷ୍ଟୀ ଏଗ୍ କରୀ, ଜାଣନ୍ତୁ ଆଜିର ରେସିପି
ଅଣ୍ଡା ଖାଇବାକୁ ପସନ୍ଦ ଥିବା ଲୋକଙ୍କୁ ଏଗ୍ କରୀ ବହୁତ ପସନ୍ଦ ହୋଇଥାଏ। ଏଗ୍ କରୀ ବନାଇବାର ଅନେକ ଷ୍ଟାଇଲ ରହିଛି। କିନ୍ତୁ କଣ ଆପଣ କେବେ ବିନା ପିଆଜ ଟମାଟୋରେ ପ୍ରସ୍ତୁତ ଏଗ୍ କରୀ ଖାଇଛନ୍ତି। ଯାହା ଖାଇବାକୁ ବହୁତ ଟେଷ୍ଟୀ। ତେବେ ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ…