Browsing Tag

election campaign

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର, କମ୍ପୁଛି ନିର୍ବାଚନ ମଣ୍ଡଳୀ

ଭୁବନେଶ୍ବର : ପ୍ରବଳ ଖରାକୁ ବଳି ପଡ଼ିଲାଣି ନିର୍ବାଚନ ଉଷ୍ଣତା । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। କମ୍ପୁଛି ନିର୍ବାଚନ ମଣ୍ଡଳୀ। ମାରାଥନ୍‌ କ୍ୟାମ୍ପେନିଂ ଚଳାଇଛନ୍ତି ସମ୍ବଲପୁର ବିଜେଡି ବିଧାୟିକା ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ । ଘରକୁ ଘର ବୁଲି ଭୋଟ…

ଦିନକ ପରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର : କନ୍ଧମାଳ, ସୁନ୍ଦରଗଡ଼,ବରଗଡ ଓ ବଲାଙ୍ଗିରରେ ଚାଲିଛି ଜୋରଦାର କ୍ୟାମ୍ପେନ

କନ୍ଧମାଳ : ଏପ୍ରିଲ ୧୮ରେ ହେବ କନ୍ଧମାଳ ଲୋକସଭା ନିର୍ବାଚନ। ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଥିବା ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ମୁଖ୍ୟମନ୍ତ୍ରୀ ଦୁଇ ଦୁଇଥର ରୋଡ ସୋ ଓ ସାଧାରଣ ସଭା ମାଧ୍ୟମରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ…

ପାଞ୍ଚ ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ! ତେଜିଛି ପ୍ରଚାର ଯୁଦ୍ଧ, ସରଗରମ ମଇଦାନ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ଜମୁଛି ପ୍ରଚାର । ରୋଡ ସୋ, ନିର୍ବାଚନୀ ସଭା, କ୍ୟାମ୍ପେନରେ କମ୍ପୁଛି ମୈଦାନ। ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଦୁଇ ଦୁଇଟି ନିର୍ବାଚନ ମଣ୍ଡଳୀ ହିଞ୍ଜଳି ଓ ବିଜେପୁରରୁ ଲଢୁଛନ୍ତି ନିର୍ବାଚନ। ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ହେଲାଣି ଅତାବିରା। ଗାଁ…

ଦୁଇ ଦିନ ପରେ ପ୍ରଥମ ପର୍ଯ୍ୟାୟ ମତଦାନ, ଭୋଟରଙ୍କୁ ମନେଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଲୋକସଭା ସହ ୨୮ ବିଧାନସଭା ପାଇଁ କାଲି ସରିବ ପ୍ରଚାର। ତେଣୁ ଏହି କ୍ଷେତ୍ରରେ ଏବେ ଜୋରଦାର ପ୍ରଚାର। ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ପ୍ରଚାର ଚଳାଇଛନ୍ତି। ବ୍ରହ୍ମପୁର ବିଜେଡି…

ପଦଯାତ୍ରା ଏବଂ ରୋଡ୍‌ ସୋରେ ପ୍ରାର୍ଥୀ, ପ୍ରଚାର ମୈଦନାରେ ବି କଡ଼ା ଟକ୍କର

ଭୁବନେଶ୍ବର : ପଦଯାତ୍ରା, ରୋଡ୍‌ ସୋରେ ପ୍ରାର୍ଥୀ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ହେବାକୁ ଥିବା ଲୋକସଭା ଓ ବିଧାନସଭା କ୍ଷେତ୍ରରେ ପ୍ରଚାରକୁ ସରଗରମ କରିଛି ବିଜେଡି । ସମର୍ଥକଙ୍କ ଗହଣରେ ଗାଁରୁ ଗାଁ ବୁଲୁଛନ୍ତି ପ୍ରାର୍ଥୀ । ଚାଲିଛି ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌। କେଉଁଠି କର୍ମୀ…