Browsing Tag

election violence

ନିର୍ବାଚନୀ ପରବର୍ତ୍ତୀ ହିଂସା: କଥା କଟାକଟି ପରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ,୫ ଆହତ

କେନ୍ଦୁଝର (କେନ୍ୟୁଜ): ନିର୍ବାଚନ ପରବର୍ତ୍ତୀ ହିଂସା, ୫ରୁ ଊର୍ଦ୍ଧ୍ବ ଆହତ ମେଡିକାଲରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ତଣ୍ଡିବେଡା ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି । ଗତକାଲି ସନ୍ଧ୍ୟାରେ ଗାଁରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ । ଉଭୟ…

 ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ୭ଜଣ ଆହତ ହୋଇଛନ୍ତି । ଗୋଟିଏ ପରିବାରର ୫ଜଣ ଆହତ ହୋଇଥିବା ବେଳେ ଅନ୍ୟ ଏକ ପରିବାରର ୨ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ପ୍ରଥମେ ଆଳି ଗୋଷ୍ଠୀ…

ପିପିଲିରେ ଗୋଷ୍ଠୀ ସଂଘର୍ଷ, ସମିତି ସଭ୍ୟଙ୍କ ସମେତ ଦୁଇ ଗୁରୁତର

ପିପିଲି (କେନ୍ୟୁଜ): ପିପିଲିରେ ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର ଆହତ । ପୁରୀ ଜିଲ୍ଲା ପିପିଲିର ସହଜପୁର ପଞ୍ଚାୟତରେ ରାଜନୈତିକ ହିଂସା ।  ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ । ଏଥିରେ ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟ ଗଦାଧର ପରିଡାଙ୍କ ସମେତ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗଦାଧରଙ୍କ…

ଖଲ୍ଲିକୋଟ୍ ହିଂସା ମାମଲା : କାର୍ଯ୍ୟରେ ଅବହେଳା ପାଇଁ ୪ ପୋଲିସ କର୍ମଚାରୀଙ୍କୁ ବଦଳି

ଖଲ୍ଲିକୋଟ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁରରେ ରାଜନୈତିକ ହିଂସା ଘଟଣାରେ ଜଣକର ମୃତ୍ୟୁ ହୋଇଥିଲା ବେଳେ ୮ ଜଣଙ୍କୁ ପୋଲିସ୍ ଗିରଫ କରିଛି । ଗତକାଲି ରାତିରେ ପୋଷ୍ଟର ବ୍ୟାନର ଲଗାଇବାକୁ ନେଇ ଏହି ରାଜେନୈତିକ ହିଂସାକାଣ୍ଡ ଘଟିଥିଲା । ଏହି ହିଂସା…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ବିଭିନ୍ନ ରାଜନୈତିକ ଦଳର ୧୮ କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ ହେଲାଣି । ଗତକାଲିଠୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନ ଭୟଙ୍କର ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ହିଂସାରେ ବିଭିନ୍ନ ରାଜନୈତିକ ଦଳଙ୍କ ୧୮ ଜଣ କର୍ମୀଙ୍କ ଜୀବନ ଯାଇଛି। ମୃତକଙ୍କ…

ନିର୍ବାଚନ ପରବର୍ତ୍ତୀ ଆକ୍ରୋଶରୁ ହତ୍ୟାକାଣ୍ଡ, ୨୧ ଜଣ ଥାନାରେ ଅଟକ

ଭଞ୍ଜନଗର(କେନ୍ଯୁଜ୍): ନିର୍ବାଚନ ପରବର୍ତ୍ତୀ ଆକ୍ରୋଶରୁ ହତ୍ୟାକାଣ୍ଡ ଅଭିଯୋଗ । ଏନେଇ ୨୧ ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କେନ୍ଦୁପଦର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ୩ଜଣ…

ଭୁବନେଶ୍ୱରରେ ପ୍ରାକ ନିର୍ବାଚନୀ ହିଂସା ନେଇ ଥାନାରେ ୪ଟି ମାମଲା ରୁଜୁ: ଡିସିପି

ଭୁବନେଶ୍ୱର(କେନ୍ଯୁଜ୍):ରାଜଧାନୀ ଭୁବନେଶ୍ୱରରେ ପ୍ରାକ ନିର୍ବାଚନୀ ହିଂସା ନେଇ ଲକ୍ଷ୍ମୀନଗର ଥାନାରେ ୪ଟି ମାମଲା ରୁଜୁ ହୋଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଆକ୍ରମଣରେ ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କର ବୟାନ ରେକର୍ଡ କରାଯାଇଛି…

ନିର୍ବାଚନ ପରେ ହିଂସା : ଯାଜପୁର ମଙ୍ଗଳପୁରରେ ବିଜୟୀ ପ୍ରାର୍ଥୀ ପରାଜିତ ପ୍ରାର୍ଥୀଙ୍କ ଘରେ ଆକ୍ରମଣ ଓ ଭଙ୍ଗାରୁଜା…

ଯାଜପୁର ଟାଉନ୍(କେନ୍ଯୁଜ୍): ଯାଜପୁର ଦଶରଥପୁର ବ୍ଳକ ମଙ୍ଗଳପୁର ପଂଚାୟତରେ ନିର୍ବାଚନୀ ପରବର୍ତ୍ତି  ହିଂସା । ସରପଞ୍ଚ ନିର୍ବାଚନ ଫଳାଫଳକୁ କେନ୍ଦ୍ର କରି ହିଂସାକାଣ୍ଡ। ଅଭିଯୋଗ ମୁତାବକ ମଙ୍ଗଳପୁର ପଂଚାୟତ ନିର୍ବାଚନରେ ପଙ୍କଜିନି ମହାପାତ୍ର ପରାସ୍ତ ହୋଇଥିଲେ। କିନ୍ତୁ ଗତକାଲି ବିଳମ୍ବିତ…

ଯାଜପୁର : ନିର୍ବାଚନୀ ହିଂସା ଅଭିଯୋଗରେ ୫ ଜଣ ଗିରଫ, ୧୩ଟି ବୁଥ୍‌ରେ ସାନି ମତଦାନ ପାଇଁ ସୁପାରିଶ

ଯାଜପୁର ଟାଉନ (କେନ୍ୟୁଜ୍‌): ପ୍ରଥମ ପର୍ଯ୍ୟାୟରେ ଯାଜପୁର ବ୍ଳକ କାକୁଡିକୁଦରେ ହୋଇଥିବା ନିର୍ବାଚନୀ ହିଂସାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଯାଜପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ହେଲେ ରାଜେଶ ମଲିକ, ଭ୍ରମର ମଲିକ, ପ୍ରଭାକର ଜେନା, କୀର୍ତ୍ତନ ମଲିକ ଏବଂ କବିନ୍ଦ୍ର ମଲିକ ।…