Below header
Browsing Tag

electric-department

ବିଜୁଳି ବିଭାଗରେ ଖାଲିପଡିଛି ୨୬୩୨ ପଦବୀ, ୩୧ ମଇରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା

ପଞ୍ଜାବ ଷ୍ଟେଟ ପାୱର କର୍ପୋରେସନ ଲିମିଟେଡ(PSPCL) ରେ ଆସିଷ୍ଟାଣ୍ଟ ଲାଇନମ୍ଯାନ, ରେଭିନ୍ଯୁ ଅଫିସର ଏବଂ ଜୁନିଅର ଇଂଜିନିୟର ସମେତ ୨୬୩୨ ପଦବୀ ଖାଲିପଡିଛି। ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ ପିଏସପିସିଏଲର ଅଫିସିଆଲ ୱେବସାଇଟ pspcl.inକୁ ଯାଇ ୩୧ ମଇରୁ…

ଆଜି ରାତି ୯ଟାରେ ହଠାତ ବନ୍ଦ କରନ୍ତୁନି ନିଜର ସମସ୍ତ ସୁଇଚ ନଚେତ ଦେଶରେ ଦେଖା ଦେଇପାରେ ବିଜୁଳି ସମସ୍ୟା, ଜାଣନ୍ତୁ ଆଉ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୯ଟାରେ ଦେଶବାସୀଙ୍କୁ ତାଙ୍କର ୯ ମିନିଟ୍ ମାଗିଛନ୍ତି । ଅର୍ଥାତ୍ ୯ ଘଟିକା ଠାରୁ ୯.୦୯ ପର୍ଯ୍ୟନ୍ତ ଘରର ସମସ୍ତ ଲାଇଟ୍ ବନ୍ଦ କରି ଦ୍ଵୀପ କିମ୍ବା ମହମବତୀ ଜଳାଇ ନଚେତ୍ ନିଜ ମୋବାଇଲର ଫ୍ଲାସ୍ ଲାଇଟ୍ ଜଳାଇ ଆମର ଏକତା ପ୍ରଦର୍ଶନ କରିବାକୁ ଅନୁରୋଧ…