Browsing Tag

electric shock death

ବ୍ରହ୍ମପୁର: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତିନି ମୃତ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ବ୍ରହ୍ମପୁର ସହରର ଅଳକାପୁରୀ ଓ ଜଗଦଳପୁର ଗାଁରେ ଘଟିଯାଇଛି ଅଭାନୀୟ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସହରର ଅଳକାପୁରୀ ପଞ୍ଚମ ଲାଇନରେ ଏକ ନବ ନିର୍ମିତ କୋଠା ନିର୍ମାଣ ବେଳେ 11 କେଭି ବିଦ୍ୟୁତ୍ ଲାଗି ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତ…

କେନ୍ଦୁଝର: ବାହା ବେଦୀରେ ବସିବା ପୂର୍ବରୁ ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପରିବାରରେ ଶୋକର ଛାୟା

କେନ୍ଦୁଝର: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜୀବନ। କେନ୍ଦୁଝରରେ ବାହା ବେଦୀରେ ବସିବା ପୂର୍ବରୁ ଚାଲିଗଲା ଜୀବନ। କେନ୍ଦୁଆ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକ ହେଲେ ଗାଁର ଲୋକନାଥ ମହାନ୍ତ। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି। ଆଜି ତାଙ୍କର ବାହାଘର ଥିଲା। ହେଲେ ଭୋରରୁ…

ଝାରସୁଗୁଡା: ହାତୀ ଘଉଡାଇବା ପାଇଁ ବିଛା ଯାଇଥିବା ବଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ଝାରସୁଗୁଡ଼ା: ରେଙ୍ଗାଲି ଥାନା ଅନ୍ତର୍ଗତ ପଲସଦା ପଞ୍ଚାୟତ ଝାରୁପଡ଼ା ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଘଉଡାଇବା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର  ମୃତ୍ୟୁ ହୋଇଛି । ମୃତ ମହିଳାଙ୍କୁ ରେଙ୍ଗାଲି ପୋଲିସ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଝାରସୁଗୁଡା…

ତାଳଚେର: ଇଟାଭାଟିରେ ଅଘଟଣ, ବିଦ୍ୟୁତ୍ ଆଘାତରେ ୨ ମୃତ

ତାଳଚେର(କେନ୍ୟୁଜ୍) : ଇଟାଭାଟିରେ ଅଘଟଣ । ବିଦ୍ୟୁତ୍ ଆଘାତରେ ୨ ମୃତ। ତାଳଚେର ଗୋଡିବନ୍ଧ ହରିହରପୁର ଇଟାଭାଟିରେ କାମ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଆସିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ।…

ଢେଙ୍କାନାଳ : ବିଦ୍ୟୁତ୍‌ ତାର ସମ୍ପର୍କରେ ଆସି ଯୁବକ ମୃତ

ଢେଙ୍କାନାଳ : ବିଦ୍ୟୁତ୍‌ ତାର ସମ୍ପର୍କରେ ଆସି ଯୁବକ ମୃତ । ମୃତକ ହେଲେ ଢେଙ୍କାନାଳ ଜିଳ୍ଲା ସଦର ଥାନା ଅର୍ନ୍ତଗତ ବଳରାମପୁର ଗ୍ରାମର ଲକ୍ଷ୍ମଣ ଦେହୁରୀ । ବିଦ୍ୟୁତ୍‌ ଦେୟ ବାକି ଥିବାରୁ ଲକ୍ଷ୍ମଣଙ୍କୁ ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ କରାଯାଇଥିଲା । ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ କରିବା ସମୟରେ…