Below header
Browsing Tag

elephant tension

କେନ୍ଦୁଝରରେ ହାତୀ ସୁରକ୍ଷା ନେଇ ବଢ଼ୁଛି ଚିନ୍ତା, DFOଙ୍କୁ ଗ୍ରୀନ ଟ୍ରିବ୍ୟୁନାଲର କାରଣ ଦର୍ଶାଅ ନୋଟିସ୍

କେନ୍ଦୁଝର: କେନ୍ଦୁଝରରେ ହାତୀ ସୁରକ୍ଷା ନେଇ ବଢ଼ୁଛି ଚିନ୍ତା । ରାଜ୍ୟରେ ସରକାରଙ୍କ ଘୋଷିତ ୧୪ଟି ହାତୀ ଚଲାପଥ ଥିବା ବେଳେ କେନ୍ଦୁଝରରେ ରହିଛି ୨ଟି । କାର - କରମପଦା ଓ ଅନ୍ୟଟି ତେଲକୋଇ - ପାଲଲହଡା । ୨୦୧୧ ମସିହାରେ ମୋଟ ୨୩ଟି କରିଡର ଚିହ୍ନଟ ହୋଇଥିବା ବେଳେ ୧୪ଟିକୁ ମାନ୍ୟତା ମିଳିଥିଲା ।…

ସୁବର୍ଣ୍ଣପୁର: ବଣୁଆ ହାତୀଙ୍କ ପ୍ରାଦୁର୍ଭାବ ଯୋଗୁ ନଷ୍ଟ ହେଉଛି ଫସଲ, କ୍ଷତିପୂରଣ ଦାବିରେ ରାଜ ରାସ୍ତାକୁ ଓହ୍ଲାଇଲେ…

ସୁବର୍ଣ୍ଣପୁର: କ୍ଷତିପୂରଣ ଦାବିରେ ରାଜ ରାସ୍ତାକୁ ଓହ୍ଲାଇଲେ ଚାଷୀ । ବଣୁଆ ହାତୀଙ୍କ ପ୍ରାଦୁର୍ଭାବ ଯୋଗୁ ନଷ୍ଟ ହେଉଛି ଫସଲ । ଦଳି ନଷ୍ଟ କରିବା ସହିତ ଏକର ଏକର ଧାନ ଖାଇଦେଉଛନ୍ତି ଜଙ୍ଗଲି ହାତୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ୍‌ର ଗାଁ ମାନଙ୍କରେ ଏହି ଘଟଣା ଦେଖିବାକୁ ମିଳିଛି ।…

କରଞ୍ଜିଆରେ ଦେଢ ମାସ ଧରି ଆତଙ୍କ ଖେଳାଇ କେନ୍ଦୁଝରରେ ପଶିଲେ ୨୨ ହାତୀ

କେନ୍ଦୁଝର (କେନ୍ୟୁଜ୍) : ମୟୁରଭଞ୍ଜ ଛାଡିଲେ କେନ୍ଦୁଝରରେ ପଶିଲେ । କରଞ୍ଜିଆ ବନଖଣ୍ଡ ଛାଡ଼ିଲେ ୨୨ ଝାଡ଼ଖଣ୍ଡ ହାତୀପଲ । ଗତକାଲି ବିଳମ୍ବିତ ରାତିରେ ସୁକୃଳି ବ୍ଲକ ଦେଇ ବୈତରଣୀ ନଦୀ ପାର ହୋଇଛନ୍ତି ହାତୀ ପଲ । ଏହି ୨୨ଟିକିଆ ହାତୀ ପଲ ପ୍ରାୟ ମାସେରୁ ଅଧିକ ସମୟ ଧରି ଆତଙ୍କ ସୃଷ୍ଟି କରିଥିଲେ ।…

ପୁଣି ହାତୀ ଉପଦ୍ରବ, ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି

ବାଲେଶ୍ୱର (କେନ୍ୟୁଜ୍) : ପୁଣି ହାତୀ ଉପଦ୍ରବ। ଭାଙ୍ଗିଲେ ଘର, ଖାଇଲେ ଫସଲ। ଗାଁ ମୁହାଁ କୁଳଡିହା ଅଭୟାରଣ୍ୟର ହାତୀ। ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ପଲ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଝୋଲପୁର ଗାଁରେ ପଶି ଆତଙ୍କ ଖେଳାଇଛନ୍ତି। ହାତୀଙ୍କ ଆକ୍ରମଣରୁ ବୃଦ୍ଧ ଦମ୍ପତ୍ତି ଅଳ୍ପକେ ବର୍ତ୍ତି…

ତାଳଚେର : ଜଙ୍ଗଲରେ ବୁଲୁଛନ୍ତି ୨୨ଟି ବଣୁଆ ହାତୀ, ଗାଁକୁ ଆସି ସୃଷ୍ଟି କରୁଛନ୍ତି ଆତଙ୍କ

ତାଳଚେର (କେନ୍ୟୁଜ୍) : ଚାଇଁପାଳ ନିକଟ ଜଙ୍ଗଲରେ ବୁଲୁଛନ୍ତି ୨୨ଟି ବଣୁଆ ହାତୀ । ପାଖ ଗାଁକୁ ଆସି ସୃଷ୍ଟି କରୁଛନ୍ତି ଆତଙ୍କ । ଗତକାଲି ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଯାଇଛି । ମୃତକ ହେଉଛନ୍ତି ଲିଙ୍ଗରାକଟା ଗାଁର ବିକ୍ରମ ରାଉତ । ହାତୀ ତାଙ୍କୁ କଚାଡି ମାରି ଦେଇଛି । ଏହା ସହ ହାତୀ ପଲ…

ଢେଙ୍କାନାଳ : ୫୫ନମ୍ବର ଜାତୀୟ ରାଜପଥରେ ଘୁରି ବୁଲୁଛନ୍ତି ହାତୀପଲ, ଅଟକି ରହିଛି ଗାଡିମୋଟର

ଢେଙ୍କାନାଳ (କେନ୍ୟୁଜ୍) : ରାଜରାସ୍ତାରେ ହାତୀପଲ। ଢେଙ୍କାନାଳ ହଳଦିଆବାହାଳ ନିକଟ ୫୫ନମ୍ବର ଜାତୀୟ ରାଜପଥ ଉପରେ ହାତୀ । ଏହି ହାତୀ ପଲରେ ରହିଛନ୍ତି ୪୦ରୁ ଉର୍ଦ୍ଧ୍ୱ ହାତୀ। ରାସ୍ତା ଉପରେ ଏମାନେ ଘୁରି ବୁଲୁଥିବାରୁ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ସକାଳ ୭ଟାରୁ ଲୋକମାନେ ଅଟକି…

ଘଟଗାଁରେ ହାତୀ ଉପଦ୍ରବ,ଚାଷ ଜମି ନଷ୍ଟ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର : ଚାଷ ଜମି ନଷ୍ଟ ହେବାରେ ଚିନ୍ତାରେ ଚାଷୀ। ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ଡା ଓ ଅସନବାହାଳି ଗ୍ରାମରେ ହାତୀ ଉପଦ୍ରବ କାରଣରୁ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀପଲ। ନିକଟସ୍ଥ କୁଆଝରଣ ଜଙ୍ଗଲରେ ହାତୀପଲ ରହୁଥିବା ବେଳେ ସଦ୍ଧ୍ୟା ହେଲେ ସେମାନେ ଗାଁରେ ପ୍ରବେଶ କରି ଚାଷ ଜମିରେ…