ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ,ନିପାତ ହୋଇଛନ୍ତି ୩୦ ନକ୍ସଲ
ମାଲକାନଗିରି : ଛତିଶଗଡ଼ରେ ବଡ଼ ଧରଣର ମାଓ ଅପରେସନ୍ । ପୋଲିସକୁ ବଡ଼ ସଫଳତା। ୩୦ ମାଓବାଦୀ ନିପାତ । ନାରାୟଣପୁର-ଦାନ୍ତେୱାଡ଼ା ସୀମାରେ ଏନକାଉଣ୍ଟର । ନାରାୟପୁର ପୋଲିସ ଓ ଦାନ୍ତେୱାଡ଼ା ପୋଲିସର ମିଳିତ ସର୍ଚ୍ଚ ଅପରେସନ ବେଳେ ମିଳିଛି ବଡ଼ ସଫଳତା। ପୋଲିସ ଗୁଳିରେ ୩୦ ଜଣ ମାଓବାଦୀ ନିହତ…