ଭୁଲରେ କରନ୍ତୁନାହିଁ ଏହି ଭୁଲ, ନଚେତ ଖାଲି ହୋଇଯିବ ଆପଣଙ୍କ PF ଆକାଉଣ୍ଟ
କୌଣସି ବି ଫ୍ୟାକ୍ଟ୍ରି କିମ୍ବା କମ୍ପାନୀ, ଯେଉଁଥିରେ ୧୦ରୁ ଅଧିକ ଲୋକ କାମ କରୁଛନ୍ତି, ସେଠାରେ କର୍ମଚାରୀଙ୍କର ପିଏଫ କଟିବା ବାଧ୍ୟତାମୂଳକ ଅଟେ। ଏହା ଗୋଟେ ପ୍ରକାରର ସଞ୍ଚୟ ରାଶି। ଯାହା ତାଙ୍କୁ ବୃଦ୍ଧ କାଳରେ ଏବଂ କୌଣସି ଏମରଜେନ୍ସୀ ସମୟରେ ଫେରସ୍ତ ମିଳିଯାଏ। କମ୍ପାନୀ ଏହି ରାଶିକୁ କାଟି…