ପ୍ରସ୍ତୁତ ହେଲା ଦୁନିଆର ପ୍ରଥମ ବାୟୋନିକ ଆଖି,ଦୁନିଆ ଦେଖିବେ ଦୃଷ୍ଟିହୀନ
ସମଗ୍ର ଦୁନିଆର ବୈଜ୍ଞାନିକ ଦୃଷ୍ଟିହୀନ ଲୋକଙ୍କ ଚିକିତ୍ସା ପାଇଁ ଅନୁସନ୍ଧାନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ମିଳୁଥିବା ବାୟୋନିକ ଡିଭାଇସଗୁଡ଼ିକ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାରେ ସକ୍ଷମ ହୋଇନାହିଁ । କିନ୍ତୁ ମୋନାଶ ୟୁନିଭର୍ସିଟିର ଏକ ଟିମ୍ ଦାବି କରିଛନ୍ତି ଯେ ସେମାନେ ଏକ…